Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କଳା
29 storys
ଅନ୍ତର୍ନିହିତ ପ୍ରତିଭା
Dr Jharana Satapathy · 1 min read · 7.8K reads
ତୁମମାନଙ୍କର ପ୍ରେରଣା ହଁ ମୋର ଆଗେଇବାର ଏକମାତ୍ର ପନ୍ଥା ।ତାଛଡା ଭଗବାନଙ୍କ ଆଶିର୍ବାଦରେ ହିଁ ମୁଁ ଆଜି ମୋର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିଛି।
Inspirational
ଡାଏରୀ ର କିଛି ପୃଷ୍ଠା........।।
Snigdha Nayak · 6 min read · 4.4K reads
ବାବାଙ୍କ ଚିତା ରେ ଅଗ୍ନି ଦେବାଠୁ ଆରମ୍ଭ କରି ଅନ୍ୟାନ୍ୟ କ୍ରିୟାକାଯ୍ୟ ମଧ୍ୟ ମୁ କଲି। ଅଜଣା ଏକ ସମ୍ପର୍କ ହେଲେ ସବୁ ସମ୍ପର୍କ ଠୁ ବଡ଼ ।
Inspirational
ଫାବିତ୍ରୀ ବ୍ରତ କଥା
Arabinda Rath · 9 min read · 15K reads
ଚିତ୍ରଗୁପ୍ତଙ୍କୁ ପାଖକୁ ଡାକି କହିଲେ-- ମୁଁ କିଛି ଦିନ ଛୁଟିରେ ଯିବି। ଦରଖାସ୍ତଟା ବ୍ରହ୍ମାଙ୍କ ପାଖକୁ ନିଜେ ନେଇ ଯାଅ।
Comedy
ପ୍ରଥମ ପ୍ରେମ
Satyabati Swain · 5 min read · 242 reads
ବଗ ମାନଙ୍କୁ ପଛରେ ପକାଇ ଅନେକ ପଛରେ । କାଉ ,ବିଲେଇ ପରିବର୍ତ୍ତେ ମୋତେ ସମସ୍ତେ ଡାକିଲେ କଲେକ୍ଟର ସାହେବା । ବାପା ମାଙ୍କ ଆଖିର ତାରା ।
Romance
କଳା
Nibedita Mishra · 1 min read · 7K reads
ତା'ଦେହର ରଙ୍ଗ, ନା ବରପକ୍ଷର ଚିନ୍ତାଧାରା........ଏ ଦୁଇଟାରୁ ବେଶୀ କଳା କେଉଁଟା?
Tragedy
ହାଣ୍ଡି କର୍ ଚୁଲି ଡିପାଟମେଣ୍ଟ୍
Satyabati Swain · 4 min read · 188 reads
ମୋ ଜେଜେମାର ଏ କଥାର ଗୁରୁତ୍ୱ ମୁଁ ଆଦ୍ୟା ଅନେକ ଦିନ ପରେ ଅନୁଭବ କଲି।ଝିଅଟିଏ ଯେତେ ଯୋଗ୍ୟ ,ପାଠୋଇ ହେଲେବି,ହାଣ୍ଡି କର୍ ଚୁଲି ଡିପାଟମେଂଟ ତାର ବାଧ୍ୟତାମୂଳକ
Inspirational
Loading…
Next page →