Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କୂଅ
9 storys
ସିଲଟ
Sujata Dash · 2 min read · 692 reads
ପାଞ୍ଚଣ ଧରି ଗୋଡ଼େଇବ | ସପିବ, କହିବ "ବାହାର ଏଠୁ, ଭାରି ସିଲଟ ଖଡ଼ି ପାଠ ପଢାଉଛି | ଭୂସପଣ୍ଡିତ ଟେ ତ!
Children
କୂଅ
Shibashis Padhee · 5 min read · 701 reads
କେତେ କେତେ ବାହାର ଲୋକ ଆସୁଛନ୍ତି !ଭଡ଼ା ଘର ପାଇଁ ଦରାଣ୍ଡି ବୁଲୁଛନ୍ତି ! ଅଂଚଳରେ ଗାଁ ର ଗୁରୁତ୍ୱ ବଢିଛି !
Tragedy
ପରିତ୍ୟକ୍ତା
Pritipriya Mohanty · 5 min read · 550 reads
ବାହାଘରର ପାଞ୍ଚ ମାସ ପରେ ସେ ନିଜ ଦେହରେ ଦେଖିଥିଲା ଅପୂର୍ବ ପରିବର୍ତ୍ତନ। ଦେହର କିଛି କିଛି ଜାଗାରେ ଥିଲା କିଛି ସମ୍ପୂର୍ଣ ଧଳା ଧଳା ଚକା ଚକା ଚିହ୍ନ, ଦେଖିବାକୁ ଛଉ ପରି।
Tragedy
ଶୁଖିଲା କୂଅରେ ପାଣି
ଓଡ଼ିଆ ଗଳ୍ପ ଓ କବିତା - ୩ · 3 min read · 1.6K reads
ଆପଣ ମାନେ ଜ୍ଞାନର ଗରିମାକୁ ପରିହାସ କରୁଥିଲେ l ସତ୍ୟକୁ ଅପପ୍ରଚାର କରୁଥିଲେ,ତେଣୁ ସେ କୂଅରୁ ପାଣି ନେବାର ଅଧିକାର ଆପଣମାନଙ୍କର ନାହିଁ l
Children
ଥୁଣ୍ତା ଗଛର ଛାଇ
Sujat Kumar Sahoo · 4 min read · 234 reads
ଅଇଁଠୁର ମନ କିନ୍ତୁ ମାନି ନଥିଲା ସେଦିନ । ତା ଛାତିରେ ଦାଗ ହୋଇ ରହି ଯାଇଥିଲା ସ୍ବାସ୍ଥ୍ୟ କର୍ମୀ ମାନଙ୍କ କଥା ସବୁ । ଗୋଟି ଗୋଟି କରି । କାରଣ ପିଲାଟି ଦିନରୁ ବାପାଙ୍କୁ ଦେଖି ନାହିଁ । ଶୁଣିଛି ବାପା ତାର ଝାଢ଼ା ବାନ୍ତିରେ ମରି ଥିଲା । ତାକୁ ଯେତେବେଳେ ବାର ବର୍ଷ ହୋଇଥିଲା, ତା ମାଆ ମଧ୍ୟ ଚାଲି ଯାଇଥିଲା ଆର ପାରିକୁ । ସେହି ଝାଢା଼ ବାନ୍ତି କରି କରି । ସେତେବେଳେ ଦେହୁରୀ କହି ଥିଲା ଅଇଁଠୁର ମାଆକୁ ବାଢ଼ି ଖାଉଛି, ସିଏ ନିଶ୍ଚୟ ମରିବ, ତା ପାଖକୁ କେହି ଯାଅ ନାହିଁ । ଗଲେ ବୁଢ଼ୀ ଠାକୁରାଣୀ କୋପ କରିବେ । ତୁମକୁ ବି ସେଥିରେ ଖାଇ ଯିବେ । ତେଣୁ ସାହି ପଢ଼ିଶାର କେହିବି ଆସିଲେ ନାହିଁ । ଶେଷରେ ତା ମାଆ ମରିଯାଇଥିଲା ।ଏ ସବୁକୁ ଦେଖିଛି ଅଇଁଠୁ ତା ନିଜ ଆକ୍ଷି ଆଗରେ ।
Tragedy
ଟଙ୍କିକିଆ ଚାଉଳ
Rasmi Rekha Tripathy · 2 min read · 13.7K reads
କିଏ କହିଲା ଟଙ୍କିକିଆ ଚାଉଳ ଗାଁ ଲୋକଙ୍କୁ କର୍ମ କୋଢିଆ କରିଦେଇଛି ?
Inspirational
Loading…
Next page →