English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଖୁସିରଲୁହ
191 storys
ଚପଳତା ଶିଶୁ ମନର (ଦୃଢ ବିଶ୍ୱାସ)
Suchismita Satpathy · 3 min read · 232 reads
ଏବେ ବୁଝି ହୁଏ ସନ୍ତାନ ମାନଙ୍କର କିଛି ବି ଅସୁବିଧା ବା ଇଛା ପୁରଣ ନହେଲେ ବାପା ମାଆଙ୍କୁ କାହିଁକି ଏତେ କଷ୍ଟ ହୁଏ।ଅନ୍ତରଟା ଦଳି ଚକଟି ହୋଇଗଲା ପରି ଲାଗେ।ଏପରି ଲାଗେ ଯେମିତି ଆମେ ନିରର୍ଥକ ଓ ଅସମର୍ଥ ସେମାନଙ୍କ ଯତ୍ନ ନେବାରେ।ଯେତେ କଲେବି ଯ
Children Stories
କଥାଟିଏ : ଚାଙ୍ଗୁଡିଏ ଖୁସିର ଫୁଲ
Sachidananda Kar · 2 min read · 259 reads
ଏମିତି କୋଉ କଥା ଅଛପା ଅଛି ଯେ ତୁମ ଆଉ ମୋ ଭିତରେ ! ଗଲାସନରୁ ମୋ ପାଇଁ ଧଡିପକା ଶାଢୀ ଆଣି ଦେବା ପାଇଁ କହିଛ।କହିଛ ନାକକୁ ସୁନା ନୋଥ ଆଣି ଦେବ।
Romance
ଲୁହ
ଲୁହ
Subhashree Maharana · 1 min read · 1.6K reads
ଲୁହ
Inspirational
ଲୁହ
ଲୁହ
Dibyajyoti Mohanty · 3 min read · 1.7K reads
ଲୁହ
Tragedy
ଅଦେଖା ଲୁହ
Subrat Kumar Muduli · 1 min read · 7.5K reads
ଭାରି ଭଲ ହେଲା ସେମାନେ ବିନା ଯୌତୁକରେ ବାହାଘର କରିବେ ବୋଲି ରାଜି ହେଲେ । ଯା’ ହେଉ ଏତେ ବଡ ଓଜନଟା ଟିକେ ହାଲୁକା ଲାଗୁଥିଲା ଗରିବ ଚାଷୀ ମୋହନକୁ । ତଥାପି ତ ନିଜ ଖୁସି ମୁତାବକ ଝିଅ ରାଣୀକୁ କିଛି ଦବାକୁ ହବ ତେଣୁ ସେ ପନ୍ଦର ଦିନ ଆଗରୁ ବିକି ସାରିଥିଲା ତା’ର ରଙ୍ଗମାଟିଆ ଦୋଫସଲି ସୁନାଥାଳି ଜମି ମାଣକ । ଆଜି ନିର୍ବନ୍ଧ ଥିଲା ଦାଣ୍ଡ ସୁନ୍ଦର ରୀତି ଅନୁଯାୟୀ ସେ ଚର୍ଚ୍ଚାରେ କୋଉଥିରେ କମ କରିନଥିଲା । ବରଘର ଲୋକଙ୍କ ମୁହଁରୁ ନିଜ ଝିଅର ପ୍ରଶଂସା ବିଷୟରେ ଶୁଣିବା ପରେ ମନେ ମନେ କୁରୁଳି ଉଠୁଥିଲା ମୋହନ । ସବୁ ସରିବା ପରେ ନିଜର ସ୍ଥିତି ଅନୁଯାୟୀ ଭଲଲୋକିକୁ ଡାକି ସତୁରୀ ହଜାର ଟଙ୍କା ଦେଲା ସେ ହେଲେ ଏ କ’ଣ ବରପିତା ଏଣୁ ତେଣୁ କଥା ବୁଲାଇ ଲକ୍ଷେ ଟଙ୍କାରେ କଥା ଛିଡାଇବାକୁ କହୁଥିଲା ଭଲଲୋକିକୁ । ଶେଷରେ କଥା ପହଞ୍ଚିଲା ମୋହନ ପାଖରେ ବିଚରା ଭାଙ୍ଗି ପଡିଲା ଦୋମୁହାଁ ଲୋକଙ୍କ ସହ ନିଜ ଝିଅର ସାରା ଜୀବନ କାଟିବା କଥା ଭାବି । ବେଳକୁ କଥା ବଢିଲା ମୋହନ ନେହୁରା ହେଉଥିଲା, ବରଘର ପକ୍ଷରୁ ଲୋକଙ୍କ ଭିଡରେ କେହି ଜଣେ କହୁଥିଲା ............ଏମିତିକା ଛୋଟ ଲୋକ ଜାଣିଥିଲେ ଆମେ ଜମା ବନ୍ଧୁ ବାନ୍ଧିନଥାଆନ୍ତୁ କ’ଣ ଅଛି ୟା ପାଖରେ । ଝିଅ ରାଣୀ ଆଗକୁ ଆସିଲା ମଥା ଟେକି ସମସ୍ତଙ୍କୁ କହିଲା .........ହଁ ଅଛି ଆମ ଘରର ସ୍ଵତନ୍ତ୍ର ସଂସ୍କାର ଆଉ ଦୁଃଖକୁ ସହିବାର ଦୁର୍ବାର ଶକ୍ତି କିନ୍ତୁ ଆଉ ନୁହେଁ । ସମସ୍ତେ ଲଜ୍ଜାରେ ତଳକୁ ଚାହିଁଥିଲେ ଝିଅଟି ବେଦମ ହସୁଥିଲା ନିର୍ବନ୍ଧ ଶଙ୍ଖା ଦୁଇଟିକୁ ତୁଟେଇ ଦେଇ, ଖାଲି ଯାହା କେତେ ବେଳୁ ଆଖିରେ ଟଳମଳ ହେଉଥିଲା ବଡଲୋକି ପଣିଆକୁ ଅଟ୍ଟହାସ୍ୟ କରୁଥିବା ତା’ର ଦୁଇବୁନ୍ଦା ଆଦେଖା ଲୁହ ।
Others
ଲୁହ
Samar Ballav Bhoi · 2 min read · 258 reads
ଆରେ ବାବୁ ସନା ମୁଁ ସେହି କଥା ତୋତେ ବୁଝେଇବାକୁ ଚେଷ୍ଟା କରୁଛି ଯେ ମଣିଷ ଜନ୍ମ ହୋଇ ବଡ଼ ହୋଇଗଲା ପରେ ସେ ସବୁକିଛି ଭୁଲିଯାଏ କିମ୍ବା କର୍ତ୍ତବ୍ୟବୋଧ କୁ ବୋଝ ବୋଲି ଭାବେ,
Tragedy
Loading…
Next page →