English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଘନଶ୍ୟାମ
5 storys
ସୁଭଦ୍ରା ଖୁଡ଼ୀ
कार्त्तिक सेठी · 3 min read · 483 reads
ଆଖିରୁ ଦୁଇ ଟୋପା ଲୁହ ଗଡି ପଡୁଥିଲା ହେଲେ ସେ ଚରମ ସୁଖ ଅନୁଭବ କରୁଥିଲେ ପିଲା ଟିକୁ କୋଳରେ ଧରି ...
Inspirational
ଗାର
Aravinda Das · 4 min read · 605 reads
କାନ୍ଥ ରେ ପଡିଥିବା ସେଇ ଗାର ଉପରେ ନିଜ ହାତ ଆଙ୍ଗୁଠି ରଖି କିଛି ଶିହରଣ ଅନୁଭବ କରୁଥିଲେ ସୁବ୍ରତ।କାନ୍ଥରେ ନୁହଁ ଯେମିତି ତାଙ୍କ ଖୋଲା ଛାତିରେ ଗାର
Tragedy
ପାପ ଉପାଖ୍ୟାନ
Binay Mohapatra · 6 min read · 447 reads
ଗଙ୍ଗା ମାଆ ହସି ହସି କହିଲେ, "ନାହିଁ ମେଘ କାହିଁକି କାହା ପାପର ଭାଗିହେବ ମେଘର ବା ଆୟୁଷ କେତେ ? ଖରାଦିନ ପରେ ବର୍ଷା ଋତୁ ଆସିବ ମେଘ ଭାସିଭାସି ସାରା ଆକାଶରେ ବ୍ୟାପୀ ଯିବ, ତା ସାଙ୍ଗରେ ପାପର ରଙ୍ଗରେ କଳା ଦିଶୁଥିବା ମେଘସବୁ ମାଡି ଆସିବେ, ତା'ପରେ ମେଘ ବର୍ଷିଯିବ ବରକୋଳିଆ ପାଣି ଟୋପା ଆଉ ସେଇ ପାଣି ସାଙ୍ଗରେ ସବୁଯାକ ପାପ ବି ଢାଳିଯିବ, ଯାହାର ପାପ ତାହାରି ଉପରେ ବରଷିଦେଇ ଚାଲିଯିବ । ତୁମ ପାପ ପୁଣି ତୁମ ପାଖକୁ ୱାପସ୍" ।
Drama
ନିହାତି ଅପଦାର୍ଥ
Sanjay kumar Panda · 6 min read · 494 reads
ଆଖିରେ ଲୁହ ନଥାଏ । ବୋଧହୁଏ ହୃଦୟରେ ବସା ବାନ୍ଧିଥିବା ଏତେ ବଡ କୋହର ପିଣ୍ଡୁଳା ଆଖିର ଏତେ ସଂକୀର୍ଣ୍ଣ ପଥଦେଇ ଆସିବା ସମ୍ଭବ ନଥିଲା।
Classics
ଭକ୍ତି ର ଅନ୍ତରାଳେ
Kalpana Pradhan · 3 min read · 284 reads
ମୋ ହୃଦୟ ବେଦୀରେ ସଦା ପୂଜିତ ସେଇ କାଶୀ ବିଶ୍ୱନାଥଙ୍କୁ ଦେଖି ମୋ ମନ ଖୁସିରେ ଗଦ ଗଦ ନ ହୋଇ କରିଥିଲା ପ୍ରଶ୍ନ l
Abstract