English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଜନ୍ମଦିନ
103 storys
ପର ଝିଅ
Paramita Mishra · 1 min read · 437 reads
"ଭାଉଜ ଶାଢୀ ଆମ ଶାଢୀ ଠୁ ବେଶି ଦାମିକା ଆଉ ସୁନ୍ଦର ଦିଶୁଛି" , ମାଆ ଓ ଭାଇ ଆଗରେ ମୁହଁ ଶୁଖେଇ କହିଲେ ଭଉଣୀମାନେ ।
Drama
ସବୁ ଅଲୋଡ଼ା ଯେବେ ଲୋଡ଼ା ହେବେ
Om Abhigyan Sahoo · 3 min read · 810 reads
ଜନ୍ମ ଦିନ ପାଇଁ ବିରି ବତୁରା ସହ ଆଉ ସବୁ କାମ ତାର ଆଗରୁ ସରିଯାଇଥିବ ଖାଲି ଯାହା ଜନ୍ମ ଦିନ କୁ ରୋଷେଇ, ବଢା ବଢି ଓ ସାହି ପଡିଶା ଘରେ ବଣ୍ଟା କାମଟା..
Inspirational
ଜନ୍ମ ଦିନ
Satyabati Swain · 6 min read · 12.3K reads
ଏଇ ଗଜାନନ ବେଶ ଧାରଣ କରିବା ପଛରେ ଗୋଟିଏ କିମ୍ବଦନ୍ତୀ କାହାଣୀ ଅଛି।ଥରେ ମହାରାଷ୍ଟ୍ରରୁ ଜଣେ ଗଣପତି ନାମକ ବ୍ରାହ୍ମଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ।
Others
ଦଶହରା
Debabrata Barik Debunu · 5 min read · 595 reads
ଜାଣିଛ ତୁମେ ହସିଲେ ନା ବହୁତ ସୁନ୍ଦର ଦେଖାଯାଅ।
Inspirational
ମୁଁ ମୋ ଭୂତକୁ ଦେଖିଲି
Himalini Hota · 4 min read · 113 reads
ମୁଁ ପୂର୍ବ ଜନ୍ମରେ ୧୦ ବର୍ଷ ଏହି ରୋଗଟିକୁ ଭୋଗ କରି ସାରିଛି ଏ ଜନ୍ମରେ ତୁମେ ବି ୭ ବର୍ଷ ଭୋଗି ସାରିଲାଣି ତେଣୁ ଆଉ ମାତ୍ର ୫ ବର୍ଷ ପରେ ତୁମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ।
Fantasy
କଣ୍ଟା
Rasmi Rekha Tripathy · 1 min read · 227 reads
ସାମାନ୍ୟ ଲେମ୍ବୁ ଗଛଟିଏ ଯଦି ନିଜକୁ ରକ୍ଷା କରିବାର କ୍ଷମତା ରଖିପାରୁଛି, ତେବେ ମୁଁ କାହିଁକି ନୁହେଁ ? ଦିନ ସାରା ଘଟିଥିବା ସବୁ ହାର ଜିତର ଘଟଣାକୁ ଭୁଲି ମୁଁ ନିଜକୁ ପ୍ରସ୍ତୁତ କରୁଥିଲି ଆଗାମୀ ମୁକାବିଲାକୁ ସାମ୍ନା କରିବା ପାଇଁ l
Inspirational
Loading…
Next page →