Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦାଦା
11 storys
ମୋର ଜିଦ ମୋତେ ଆଜି କବି କରିଛି
Prasant Kumar Nath · 2 min read · 7.4K reads
ପାଠ ପଢା ସହିତ ଛୋଟ ଏକ ପାନ ଦୋକାନ କରିଥିଲି । କାହିଁକିନା ସେତେବେଳେ ଆମର ଆର୍ଥିକ ଅବସ୍ଥା ଏତେ ସ୍ଵଛ ନଥିଲା ।
Inspirational
ବିଶ୍ବାସର ଦୁଇ ଗଣ୍ଠି
Rasmita Dixit · 2 min read · 11.9K reads
ମୁଁ ପଚାରିଲି ," ତାହେଲେ ତୁମେ ଘରକୁ ପରିବାର ପାଖକୁ ନ ଯାଇ ଏଠି କ'ଣ କରୁଚ ? ପୁଣି ଫେରି କେମିତି କରୁଛ ? "
Others
ପଦାର୍ଥ ବିଜ୍ଞାନୀ
Ramesh Patra · 13 min read · 8.6K reads
ଚିରାଚରିତ ଗଳ୍ପ ଠାରୁ ନିଆରା ଗପରେ, ଗଳ୍ପନାୟକର ସ୍ୱପ୍ନର ଶୀର୍ଷରେ ପହଞ୍ଚିବା ପାଇଁ ଦୃଢମନତା, ସବୁ ପ୍ରତିବନ୍ଧକକୁ ଡେଇଁଯିବାର ଦୁଃ ସାହସ ଓ ଦୁଇ ସହାୟକ ଚରିତ୍ରର ଭୂମିକା ପାଠକଙ୍କୁ ଏକ ଭିନ୍ନ ସ୍ୱାଦ ପରିବେଷଣ କରିବ ବୋଲି ବିଶ୍ୱାସ.........
Inspirational
ମୃତ୍ୟୁର ଏମିତି ଏକ ରୂପ
Anuja Mohanty · 3 min read · 240 reads
ମୋ ବାପା ଆଜି ଦାଦାଙ୍କୁ ଡାକ୍ତରଖାନା ନେଇଗଲେ । ଡାକ୍ତର କହିବା ଅନୁସାରେ ସବୁ ପ୍ରକାରର ପରୀକ୍ଷା କରାଗଲା ।
Tragedy
ନର୍ଥ ହଷ୍ଟେଲ
Kumar Mrutyunjay · 3 min read · 57 reads
ଶେଷରେ ନର୍ଥ ହଷ୍ଟେଲଟି ବନ୍ଦ ହୋଇଗଲା ଛାତ୍ର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। କିନ୍ତୁ ସେ ଦରୁଆନ ଦାଦା ଆଉ ଆସିଲେ ନାହିଁ, ଖବର ମିଳିଲା ତାଙ୍କୁ କୁଆଡେ ଗୋଟେ ସାଇଡ ପାରାଲିସିସ।
Horror
ଅସୁରକ୍ଷିତ ପରୀ
Satyabati Swain · 5 min read · 243 reads
ତାହେଲେ ମୋ ପରି ଝିଅର ବାପାମା କଣ କରିବେ ? ଘରେ ଅଜା ଦାଦା ଶତ୍ରୁ । ବାହାରେ ସାଙ୍ଗସାଥୀ, ଟୋକା ବୁଢ଼ା ଶତ୍ରୁ ।
Tragedy
Loading…
Next page →