Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦିନ
43 storys
କଣ୍ଟା
Rasmi Rekha Tripathy · 1 min read · 227 reads
ସାମାନ୍ୟ ଲେମ୍ବୁ ଗଛଟିଏ ଯଦି ନିଜକୁ ରକ୍ଷା କରିବାର କ୍ଷମତା ରଖିପାରୁଛି, ତେବେ ମୁଁ କାହିଁକି ନୁହେଁ ? ଦିନ ସାରା ଘଟିଥିବା ସବୁ ହାର ଜିତର ଘଟଣାକୁ ଭୁଲି ମୁଁ ନିଜକୁ ପ୍ରସ୍ତୁତ କରୁଥିଲି ଆଗାମୀ ମୁକାବିଲାକୁ ସାମ୍ନା କରିବା ପାଇଁ l
Inspirational
ଗୋଟେ ପୁଅ ଆଉ ଗୋଟେ ଝିଅ
BIPLAB PADHAN · 2 min read · 395 reads
ପୁଅଟି ତା ପାଇଁ ଜନ୍ମ ଦିନର ଉପହାର ଦେଇ ନିଜ ହୃଦୟର ଭାବନାକୁ କହିବି ବୋଲି ସେ ଦିନ ସେ ଝିଅ ସହିତ ଭେଟ ହେଲା । କିନ୍ତୁ ପୁଅଟି ନିଜ ମନର କଥା କହି ପାରିଲା ନାହିଁ । ତା ମନରେ ଡର ଥିଲା କାଳେ ଏହି ସମ୍ପର୍କ ଜାଣିଲେ ତା' ବନ୍ଧୁତ୍ୱରେ ଫାଟ ସୃଷ୍ଟି ହେବ । ପୁଅଟି ନ କହି ଘରକୁ ପଳାଇ ଆସି ଚିଠିଟିଏ ଲେଖି ସେ ଝିଅ ପାଖକୁ ଦେଇ ତା'ର ଉତ୍ତର ଦେବାକୁ କହିଲା । ଝିଅ ର ଉତ୍ତରେ..ହେଲେ ..!
Romance
ହୃଦୟ
Titi Sarangi · 2 min read · 7.6K reads
ସେଇ ସମାନ ସରଳତା ଆଉ ହସିଲା ମୁହଁ ଧରି ଦିନଟିଏ ଉଙ୍କିମାରେ ବଂଚିଥିଲା ଯାଏ।ତେବେ ଜୀବନଟା ଗତ କାଲିରେ ନାହିଁ କି ଆସନ୍ତା କାଲିରେ ନାହିଁ।
Inspirational
ସ୍ମୃତି ସେ ଦିନର
Dr Jharana Satapathy · 3 min read · 673 reads
କଥାରେ ଅଛି, ଜୀବନର ପ୍ରତ୍ୟେକ ଦୋଛକିରେ ଭଗବାନ କୌଣସି ନା କୌଣସି ରୂପରେ ଆସି ସଠିକ୍ ରାସ୍ତା ଦେଖାଇଥାନ୍ତି ।ସେଦିନ ଜଗନ୍ନାଥଙ୍କ ଅଲୌକିତାକୁ ନିଜେ..
Fantasy
ଭାଗ୍ୟରେ ଯାହା ଅଛି
Sukanti Hotta · 3 min read · 903 reads
ଏମିତି ଭାବୁଭାବୁ ସକାଳ ହୋଇଗଲା, ସୁହାନି ଜଗୁଆଳିକୁ ଫୋନ କଲା, ଜଗୁଆଳି କହିଲା ରାତିରେ ସେ ମରିଗଲା....
ପର ଝିଅ
Paramita Mishra · 1 min read · 437 reads
"ଭାଉଜ ଶାଢୀ ଆମ ଶାଢୀ ଠୁ ବେଶି ଦାମିକା ଆଉ ସୁନ୍ଦର ଦିଶୁଛି" , ମାଆ ଓ ଭାଇ ଆଗରେ ମୁହଁ ଶୁଖେଇ କହିଲେ ଭଉଣୀମାନେ ।
Drama
Loading…
Next page →