English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଦୁଇଭଉଣୀ
114 storys
ଅସହାୟକୁ ଦଇବ ସାହା
CHANDRAKANTA PAHI · 6 min read · 14.7K reads
ଗାଡ଼ି ଧରି ବାହାରି ଆସିଲେ ମାଲିକ । ବସ୍ତା ଭିତରେ ଭରିଦେଇଥିବାରୁ କିଛି ଜାଣିପାରୁନଥିଲୁ ।
Tragedy
ଦୁଇ ବୁନ୍ଦା ଲୁହ
Subrat Kumar Muduli · 2 min read · 14.2K reads
ପ୍ରତି ଶନିବାର ମୁଁ ଘରେ ନପହଞ୍ଚିବା ପୂର୍ବରୁ ପାରବୁଢୀ ପହଞ୍ଚିଯାଏ ଆମ ଘରେ । ମୁଁ ଲଗେଇ ଦିଏ ଆଉ ସେ ମୋ’ ମୋବାଇଲ ଫୋନରେ କଥା ହୁଏ କଲିକତାରେ ଚାକିରି କରୁଥିବା ତା’ ପୁଅ ଗୋବିନ୍ଦ ସହ । ପ୍ରତିଥର ସେ ଗୋବିନ୍ଦ ସହ କଥା ହେଲା ବେଳେ ମୁଁ ଶୁଣେ କାରଣ ବୁଢୀକୁ ବିନା ଲାଉଡ ସ୍ପିକରରେ କିଛି ଶୁଭେନି । ତା’ ପୁଅର ବୁଢୀସହ ଟାଇଁଟାଇଁ କଥାବାର୍ତ୍ତା ଜମା ମୋ’ ମନକୁ ପାଏନି ଭାରି ଦୁଃଖ ଲାଗେ ବେଳେ ବେଳେ ପୁଅ ଫୋନ କାଟି ଦେବା ପରେ ବି ବୁଢୀ ନଜାଣିପାରି କହୁଥାଏ .....ବାହାର ଜାଗା ଦେହ ପା’ ଜଗିରଖି ଚଳିବୁ ଆହୁରି କେତେ କ’ଣ । ସେଦିନ ବି ଶନିବାର ଥିଲା ବୁଢୀ ଆସିଥିଲା ପୁଅକୁ ଫୋନ କରି କହିବ ଇନ୍ଦିରା ଆବାସ ଘର ମିଳିଛି ସେ ଆଉ କିଛି ଟଙ୍କାଧରି ଆସିଲେ କାମଟା ଉତୁରି ଯିବ । ଯା’ ହେଉ ଫୋନ ଲାଗିଲା ପୁଅ ବି ହଁ ମାରିଲା ,ବୁଢୀର ଖୁସି କହିଲେ ନସରେ । ସେଇଦିନ ଠାରୁ ବୁଢୀ ସ୍ଵପ୍ନ ଦେଖୁଥିଲା ନୂଆ ଚୂନଦିଆ କୋଠା ଘରର । ୟା’ ଭିତରେ ଅନେକ ଶନିବାର ଗଲାଣି ବୁଢୀ ମୋ’ ପାଖକୁ ଆସେ ମୁଁ ଫୋନ ଲଗାଏ କିନ୍ତୁ ଲାଗେନି । ବୁଢୀ ଲୁଚେଇ ଲୁଚେଇ କାନ୍ଦେ ଯା’ ହେଉ ଗତ ଶନିବାର ଫୋନ ସିନା ଲାଗିଲାନି କିନ୍ତୁ ଫେସବୁକରେ ତା’ ନୂଆ ପୋଷ୍ଟ ଦେଖି ମୁଁ ଆଉ ସହି ପାରିଲିନି ସିଧାଯାଇ ପହଞ୍ଚିଲି ବୁଢୀଘରେ । ଘର ବାଘମୁହିଁରେ ଥିବା ତା’ ଚୁଲିରେ ବର୍ଷାପାଣି ଭର୍ତ୍ତିଥିଲା ଜାଣିଲି ବୁଢୀ ଉପାସରେ ଶୋଇଥିଲା । ତାକୁ ପୁଅର ଫଟକୁ ଜୁମକରି ଦେଖେଇଲି ବିଚାରୀ ବୁଝି ପାରୁନଥିଲା ଓଲଟା ମୋ’ ସହ ଯୁକ୍ତି କରି କହୁଥିଲା ......ମୋ’ ଡାହାଣ ଆଖି ଡିଆଁରୁ ମୁଁ ଜାଣିଥିଲି ମୋ’ ପୁଅ ଖୁସିରେ ନାହିଁ ବୋଲି ହେଇଟି ଦେଖୁନୁ ଖାଲି ହଳଦିଆ ଭାତ ଖାଉଛି ଶାଖାଫାକା କିଛି ନାହିଁ । ବୁଢୀ ପୁଅର ଫଟ ଦେଖି କାନ୍ଦୁଥିଲା ଆଉ ମୁଁ ତା’ ଠାରୁ ଦୁରେଇକି ଲୁଚିଲୁଚି ମୋ’ ଆଖିରେ ଜକେଇ ଆସିଥିବା ଦୁଇବୁନ୍ଦା ଲୁହ ପୋଛୁଥିଲି । ଆଖିରେ ନାଚୁଥିଲା ଗୋବିନ୍ଦର ଫଟ ମିଶା ଆଜିକା ପୋଷ୍ଟ .......ଏଞ୍ଜଈଙ୍ଗ ହାଇଦ୍ରାବାଦି ଦମ ବିରିୟାନୀ ଆଟ ଡାଉନ ଟାଉନ ରେଷ୍ଟୁରାଣ୍ଟ କୋଲକାତା ଉଇଥ ସୁଇଟ ସ୍ଵପ୍ନା ଆଣ୍ଡ ଫିଫଟିନ ଅଦର୍ସ ।
Inspirational
ଗୋପାଳ ରହସ୍ୟ ଓ ଦୁଇ ସାଙ୍ଗ
Sagar Kumar Parida · 1 min read · 325 reads
ଗୋପାଳ ରହସ୍ୟ ଓ ଦୁଇ ସାଙ୍ଗ
Children Stories
ଅଭିମାନ
Suresh chandra Padhy · 1 min read · 176 reads
ଅଭିମାନ
Inspirational
ଚୁଡା
Subal Mohapatra · 1 min read · 7.7K reads
ପୋହା - ଚୁଡା ସନ୍ତୁଳା , ମମରା - ମୁଢି
Others
ମିଛୁରା ମେଣ୍ଡା
K PITABASH PRADHAN · 1 min read · 81 reads
ଗୋଟେ ଦିନ ରଘୁ ତା ଘରକୁ ମେଣ୍ଡା ଆଣିଲା । ସେ ମଣ୍ଡା ମଣିଷ ପରି କଥାହୋଇ ପାରୁଥିଲା । ରଘୁର ବଡ ପୁଅ ର
Children Stories
Loading…
Next page →