Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନିରଜ
1 storys
ସିଧା ସଳଖ
Shanti Mishra · 8 min read · 332 reads
ସେଦିନ ପରେ, ପ୍ରାୟ ଦୁଇମାସ ହେବ ବିଜନର ଆଉ ଦେଖା ନାହିଁ l ଦିନେ ହଠାତ୍ ଫୋନ୍ କରି ତାକୁ ଥ୍ୟାନ୍କ୍ୟୁ (thank you) ଜଣେଇଲା ସେଦିନର ଲଞ୍ଚ ପାଇଁ l ସେ ଆଉ ପ୍ରୀତି ଏବେ ପୁର୍ବ ବନ୍ଧୁତ୍ବକୁ ଫେରି ଆସିଛନ୍ତି l ଶୀଘ୍ର ବିବାହ କାର୍ଡ଼ ତା ପାଖରେ ପହଂଚିବ l ଓ କି ଖୁସି ଖବର ! ମମିତାକୁ ଧରି ନାଚିଗଲା ନିରଜ କିଛି ସମୟ l ମମିତା ସନ୍ଦେହ ଦୃଷ୍ଟିରେ କେବଳ ଚାହିଁ ରହିଲା ନିରଜକୁ l ପରେ ବୁଝେଇବ ସେ; ଏବେ ତାକୁ ନାଚିବାକୁ ଦିଅ l ସାପ ମଲା କିନ୍ତୁ ବାଡି ଭାଂଗିଲାନି
Others