Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପତାକା
13 storys
ଆମେ ସ୍ୱାଧୀନ
shibaram dalai · 2 min read · 194 reads
ମନ୍ତ୍ରୀ ମହୋଦୟ ତ୍ରିରଙ୍ଗା ପତାକାରେ ଲାଗିଥିବା ରସି (ଦଉଡ଼ି)କୁ ଟାଣିବାକୁ ଲାଗିଲେ । ଜୟ ଧ୍ୱନୀ ,କରତାଳିରେ ଫାଟି ପଡୁଥାଏ ସେହି ସ୍ଥାନ । ଯେତେ ଯେତେ ଉପରକୁ ଉଠୁଥିଲା ତ୍ରିରଙ୍ଗା ସେତେସେତେ ଲକ୍ଷ୍ମୀର ଶ୍ୱାସ ରୁନ୍ଧି ହେଉଥାଏ । ସତେ ଯେମିତି ତ୍ରିରଙ୍ଗା ପତାକାରେ ନୁହେଁ ଲକ୍ଷ୍ମୀର ବେକରେ ରସି ଲଗେଇ ଟଣାଯାଉଛି ଉପରକୁ ଉପରକୁ ।
Tragedy
ଜୟଧ୍ୱନି
ଓଡ଼ିଆ ଗଳ୍ପ ଓ କବିତା - ୨ · 2 min read · 7.1K reads
ପଡିଆରୁ ଫେରି ପ୍ରଧାନ ବୁଢା ଦେଖି ସବୁ ବୁଝିପାରିଲା ତା’ର ବିଡ଼ି ହେଉ ବା ଧୂନି ନିଆଁ ଏସବୁ କାଣ୍ଡର କରତା ସେ ମନେମନେ ନିଜକୁ ଧିକ୍କାର କଲା ।
Classics
ଏକ ସ୍ୱପ୍ନର ଅପମୃତ୍ୟୁ
ଏକ ସ୍ୱପ୍ନର ଅପମୃତ୍ୟୁ
Aravinda Das · 7 min read · 15K reads
ତ୍ସ୍ୱାଧୀନତା ର ଏତେ ବର୍ଷ ପରେ କେତେ ସୁରକ୍ଷିତ ଆମ ଝିଅ ମାନେ ? ତ୍ରିରଙ୍ଗା କୁ ନେଇ ମିନି ଦେଖିଥିବା ସ୍ୱପ୍ନ କଣ ବାସ୍ତବତା ରେ ପରିଣତ ହେବ ?ସତରେ କଣ ମିନି ପରି ଝିଅ ମାନେ ସ୍ଵପ୍ନ ଦେଖିବା ଉଚିତ !
Tragedy
ସ୍ୱାଧୀନତାର ପତାକା
Saroj Kumar Satapathy · 2 min read · 25 reads
ତୁ ଦେଶ ଓ ଆମ ଜାତୀୟ ପତାକା ପ୍ରତି ସମ୍ମାନ ଦେଇ ଜାଣିନୁ, ତାହାଲେ ତୁ ଭଲ ଛାତ୍ର ହେଇ କାଲି ଦେଶର ନାଁ କେମିତି ରଖିବୁ
Inspirational
ଇଣ୍ଡିଆନ ଆର୍ମି
Seetaram Dash · 2 min read · 502 reads
ଜାତୀୟ ପତାକା ଆକାଶେ ଉଡେ, ଦେଶ ଲାଗି ବୀର ସୈନିକ ଲଢ଼େ
Inspirational
ତ୍ରିରଙ୍ଗା ଓ ଜାତି ପୁତ୍ର
Sunanda Mohanty · 1 min read · 113 reads
ପିଲାଦିନୁ ଧାରଣା ମାଟିଆ ଚିଲ ଦେଖିଲେ ଅଶୁଭ ଭାବୁ ଭାବୁ ତିନିଟା ଶୁଆ ଉଡ଼ିଯିବାର ଦୃଶ୍ୟରେ ବିଭୋର ହେଉ ହେଉ ପୁଣି ପାଞ୍ଚଟା ଉଡ଼ିଗଲେ ତ ତାଙ୍କୁ ଦେଖି ମନ ଖୁବ ଖୁସି।
Abstract
Loading…
Next page →