English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପରମାତ୍ମା
6 storys
ପରମାତ୍ମା ସମ୍ଭାଳିବେ
ପରମାତ୍ମା ସମ୍ଭାଳିବେ
Susant Purohit · 4 min read · 7.6K reads
ଭଗବାନଙ୍କ ଉପରେ ଯିଏ ସମ୍ପୂର୍ଣ୍ଣ ଭରସା ରଖେ ପରମାତ୍ମା ତାହାକୁ ନିଶ୍ଚୟ ସବୁ ସମୟରେ ସହାୟତା କରନ୍ତି । ଯେ କୌଣସି ଉପାୟରେ ସେ ପାଇଥାଏ ସାହାଯ୍ୟ । ଏକ ଆକର୍ଷଣୀୟ କାହାଣୀ ଜଣେ ମଧ୍ୟ ବୟସ୍କ ବୈଦ୍ୟ କିପରି ସବୁ ସମୟରେ ପରମାତ୍ମାଙ୍କ ଠାରୁ ସାହାଯ୍ୟ ପାଉଥିଲେ ପଢ଼ନ୍ତୁ ଏଠାରେ ।
Drama
ଇଶ୍ୱର
Manasmita Parida · 1 min read · 575 reads
ନାସ୍ତିକବାଦୀ ଚିନ୍ତାଧାରା ବ୍ୟକ୍ତିମାନଙ୍କ ପାଇଁ ହୁଏତ ସେ ଅସ୍ତିତ୍ବ ହୀନ।
Others
ସେବା
Sandhyarani dash · 2 min read · 350 reads
ତେଣୁ ଗ୍ରାମବାସୀଙ୍କର ତା ପ୍ରତି ଦରଦୀ ଢାଳି ହୋଇଯାଏ । ସେଇ ମାଟିରେ ବାଉରିଆ ଛୋଟରୁ ବଡ ହେଇଛି । ବୃଦ୍ଧ ଅବସ୍ଥାରେ ସେଇଠି ପଡିରହିଛି । ପାଖ ଘର ମାଉସୀ କିନ୍ତୁ ନିଜେ ଖାଇବା ପୂର୍ବରୁ ଆଗ ପଚାରିବେ, ଆରେ ବାଉରୀଆ ଖାଇଲୁଣି । ଯଦି ନ ଖାଇଛୁ ଆ ଖାଇବୁ । ବାଉରିଆର ଇଚ୍ଛା ହେଲେ ଖାଏ, ନାଇ ତ ବିନା କାରଣରେ ରୁଷି ବସେ । ମାଉସୀ ସେମିତି ଜଗି ବସି ଥିବେ । ବାଉରିଆ ଖାଇବା ପିଇବା, ଶୋଇବା ବ୍ୟବସ୍ଥା ଯେମିତି ମାଉସୀଙ୍କର କର୍ତ୍ତବ୍ୟ । ତାର ଭଲ ମନ୍ଦ ନ ବୁଝିବା ପର୍ଯ୍ୟନ୍ତ ଶୋଇବାକୁ ଯାଇ ପରାନ୍ତି ନାହିଁ । ମାଉସୀ ଅନୁଭବ କରୁଥିଲେ ଯେ ଭଜନ କୀର୍ତ୍ତନ ଧ୍ୟାନ ଯଜ୍ଞ ଆସନ ଏଥିରେ ସିଦ୍ଧି ମିଳି ପାରେ, କିନ୍ତୁ ଶାନ୍ତି ମିଳେନି । ଆତ୍ମା ଶାନ୍ତି ପାଇଁ ଓ ସନ୍ତୋଷ ପାଇଁ ମାନବର ସେବା ଯତ୍ନ ଦରକାର । ବାଉରିଆ ରୋଗାକ୍ରାନ୍ତ ସମୟରେ ତାର ସେବା କରିବାକୁ କେହି ନ ଥିଲେ । ବାଉରିଆର ବେଦନାସିକ୍ତ ଚିକ୍ତାରରେ ମାଉସୀ ଅହରହ ତାର ସେବାରେ ଲାଗି ପଡ଼ନ୍ତି । ଔଷଧ ଦେଇ ଗୋଡ଼ ହାତ ଚିପି ଦିଅନ୍ତି । ବିଛଣା ବଦଳେଇ ମଳ ମୂତ୍ର ସଫା କରନ୍ତି । ତାର ସେବା କରି ସେ ଏକ ଭିନ୍ନ ଧରଣର ତୃପ୍ତି ପାଇଥାନ୍ତି । ଏପରି ଅନେକ ସେବା ଓ ଧର୍ମ କାର୍ଯ୍ୟ କରନ୍ତି । ପ୍ରକୃତରେ ତପସ୍ୟା ଠାରୁ ମହାନ୍ ହେଉଛି ସେବା । ସେବାକୁ ନିଜ ସାଧନାର ମୁଖ୍ୟ ସୋପାନ କଲେ ପରମ ତୃପ୍ତି ମିଳେ । ଏଥିରେ ପରମାତ୍ମା ମଧ୍ୟ ଆଶୀର୍ବାଦ ଢାଳି ଦିଅନ୍ତି । ସମୟ ମିଳିଲେ ମାନବ ଜାତିର ସେବା କରିବା ଉଚିତ୍ । ସମୟକୁ ବୃଥାରେ କଟାଇବା ଅପେକ୍ଷା ଦିନ ଦରିଦ୍ରଙ୍କ ସେବା କଲେ ଜୀବନ ସାର୍ଥକ ହେବ ।
Abstract
RIP ଆଉ ଓଁ ଶାନ୍ତିଃ
Prashantam Bapu · 4 min read · 234 reads
RIP ଆଉ ଓଁ ଶାନ୍ତିଃ
Tragedy
ଭାବର ଠାକୁର
KSHIRADRI SAHU · 3 min read · 216 reads
ଆଜିର ଏ କାଳଗ୍ରାସୀ ଦୁନିଆଁରେ ଭାବର ବିବିଧତା ପରିଦୃଶ୍ୟ ହେଉଥିଲେ ମଧ୍ୟ ଭାବର ଆସ୍ଥାନ କେବଳ 'ହୃଦୟ' ; ମୁଖର ଚାତୁର୍ଯ୍ୟଭରା ଦେଖାଣିଆ ବାକ୍ୟ ନୁହେଁ ।
Inspirational
ସକାଳ
Manas Nayak · 2 min read · 334 reads
ଇତିହାସ ସାକ୍ଷୀ ସେହି କଳଙ୍କିତ ସକାଳର ବିଭୀଷିକା,ରକ୍ତପିପାସୁ କ୍ରୂର ମାନବର ତାଣ୍ଡବଲୀଳା ଏବଂ ଦୈବଦୁର୍ବିପାକର ଅଶୋଭନୀୟ ଆର୍ତ୍ତନାଦ।
Classics