English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପୁରୁଣାଗୀତ
97 storys
ଆମର ବି ମନ ଅଛି (ଆଧୁନିକତା)
Suchismita Satpathy · 3 min read · 191 reads
ସେଠାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସାଙ୍ଗକୁ କିଛି ପୁରୁଣା ଗୀତର ସ୍ୱର ଶୁଣାଯାଉଛି । ଏବଂ ସେଠାରେ ଏକ ବ୍ୟାନର ଲାଗିଛି ପୁରାତନ ବନ୍ଧୁମିଳନ ।
Inspirational
ପୁରୁଣା ଫଟୋ
ପୁରୁଣା ଫଟୋ
Golak Bihari Sahoo · 2 min read · 7.5K reads
ମନ ହୃଦୟର ପ୍ରେମ ଚକ୍ଷୁରେ ସବୁ କିଛି ସୁନ୍ଦର ଦେଖାଯାଏ । ମନ ନିର୍ମଳ ନଥିଲେ ସୌନ୍ଦର୍ଯ୍ୟ ମଳିନ ଦେଖାଯାଏ ।
Abstract
ଭିନ୍ନ ଏକ ପ୍ରତିବାଦ
Bibhu Samanta · 5 min read · 587 reads
ମା ଘରଚଟିଆ ତାକୁ କୋଳେଇ ନେଇ କହିଲା, ଯାହା ଆମକୁ ଏଇ ଜୁଙ୍ଗଲ ଶିଖାଏ, ଯାହା ମାଟି ,ପାଣି , ପବନରେ ଆମେ ବଞ୍ଚୁ। ଯେ ଆମକୁ ଆହାର ଦିଏ, ଆମକୁ ଜୀଇଁବାର ମନ୍ତ୍ର ଦିଏ।
Inspirational
ବିବର୍ତ୍ତନ
Rashmiranjan Sahoo · 2 min read · 471 reads
କେମିତି ବେଙ୍ଗ ସହ କଥା ହେବି ବୋଲି ଭାବିକି ଶେଷରେ ଗୋଟେ ଉପାୟ ପାଇଲି ଆଉ ଜୋରେ ବେଙ୍ଗ ଭଳି ରଡିକଲି ।
Comedy
ମନ୍ଦିରା ରୁ ମନ୍ଦାକିନୀ
Seetaram Dash · 6 min read · 314 reads
ସିନେମାରେ ଗୀତ ଗାଇବାର ସୁଯୋଗ ଦେବା ନାଁରେ ମନ୍ଦିରା କୁ ସେମାନେ ଅପେକ୍ଷା କରାଇ ଥିଲେ।
Tragedy
ଉଲକା
Nandini RayMohapatra · 2 min read · 329 reads
ଗୋଟିଏ ଝଟକାରେ ଆଖି ଚାଲିଯାଇଥିଲା ସେଇ ଦିଗ ରେ । ହଁ ତ ଉଲକାଟିଏ । ଆଖି ବୁଜି ମନେ ମନେ ପ୍ରାର୍ଥନା କରୁଥିଲି ଭାଗବାନଙ୍କୁ । ତା ହୃଦୟରେ ଜାଗା ଦିଅ କି ନଦିଅ, ମୋ ହୃଦୟରେ ସେ ସବୁବେଳେ ଥାଉ।ମୁଦା ଆଖିପତା ତଳେ ନାଚି ଉଠୁଥିଲା ତା ମୁହଁ, ତା ଚାହାଣି, ତା ଗୀତ। ଆଃ ! ଏତେ ଦୂରରେ ଥାଇ ବି ଲାଜରେ ଗୋଟାପଣେ ଜୁଡ଼ୁବୁଡ଼ୁ ହେଇ ଯାଉଥିଲି ମୁଁ । ଉଲକା ଯାଇ ସାରିଥିଲା କେତେବେଳୁ ଆଉ ଆଖି ଖୋଲିଥିଲି ମୁଁ ।
Romance
Loading…
Next page →