Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପେଟଭୋକ
79 storys
କି ଭୋକରେ ବାବା !
Satyabati Swain · 4 min read · 14 reads
ଖାଇବା ପାଇଁ ଦେହ ବଞ୍ଚେ,ଏହା ସତ୍ୟ । କିନ୍ତୁ ଅଖାଦ୍ୟ!!ଦେହ ବିଗାଡି ଦିଏ । ଅଚଳ କରିଦିଏ ମନ । କମେଇଦିଏ ଆୟୁଷ ।
Classics
ସୁନା ବୋହୂ-ଭାଗ-୧୮
Nityananda Sahu · 7 min read · 197 reads
ଭୋକରେ ପେଟ ସହ ମାନସିକ ସ୍ତରରେ ମୁଁ ବି ବିଚଳିତ ଥିଲି । ଆଉ ନିଜର ହସିଲା ସଂସାର କଥା ଭାବି, ଛାତି ଭିତରର କୋହକୁ ଅଟକାଇବାକୁ ଚେଷ୍ଟା କରୁଥିଲି ।
Tragedy
ଭୋକ
Nishikant Padhi · 4 min read · 14.4K reads
ରଙ୍ଗବାଈର ନିର୍ଜୀବ ଶରୀର ଲୋଟିପଡିଛି ମାଟି ଉପରେ। ରକ୍ତ ଟୋପା ସବୁ ଛିଟିକି ପଡିଛି ବୁବୁନର ଦେହରେ।
Others
ଜ୍ୱାଳା
Satyabati Swain · 4 min read · 517 reads
'ଭୋକ'ର 'ଜ୍ୱାଳା' ଏତେ କରୁଣ,ଏପରି ଅସହ୍ୟ ତାହା ଅଙ୍ଗେ ଲିଭାଇଲା ପରେ ମୁଁ ବୁଝି ଯାଇଥିଲି ପେଟ ଗୋଟେ ଚଣ୍ଡାଳ।
Tragedy
ଅଣୁଗଳ୍ପ ମକୁ
ଓଡିଆ ଗଳ୍ପ · 1 min read · 7.2K reads
ସେଦିନ କାଚ ଗ୍ଲାସଟିଏ ଭାଙ୍ଗି ଦେଲା ବୋଲି ମାଲିକ ତାକୁ କାଠ ଫାଳିଆରେ ନିସ୍ତୁକ ପିଟିଗଲା । ସେଇ ସମୟରେ ତା’ ବାପା ପହଞ୍ଚିଗଲେ ।
Classics
ପେଟ ଓ ଶରୀର
ଓଡିଆ ଶିଶୁ ଗପ · 1 min read · 7.3K reads
ସେମାନେ ଏବେ ବୁଝିଲେ ଯେ ସମସ୍ତ ଶରୀରର ସବୁ ଅଂଶର କିଛି ନା କିଛି କାମଥାଏ । ସେମାନେ କୌଣସି ଅଂଶକୁ ମୂଲ୍ୟବାନ ବୋଲି ଭାବିବା ଆଦୌ ଠିକ୍ ହେବ ନାହିଁ ।
Children
Loading…
Next page →