English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପ୍ରେମରଦିନ
47 storys
ସେଇ ପ୍ରିୟ ପରିଚିତ ଘର
Sachidananda Kar · 3 min read · 123 reads
କିଛି ସମୟ ଠିଆ ହେଲା ସେ।ଘରେ କେହି ମୋତେ ଖୋଜୁଛନ୍ତି କି?ମୋତେ ମନେ ପକାଉଛନ୍ତି କି କେହି?ନା,ସେମିତି ଅନୁଭବ ଆଦୌ କରି ପାରିଲାନି ସେ
Classics
ଅଦିନିଆ ଝଡ଼
ଅବିନାଶ ସାହୁ · 2 min read · 605 reads
ବର୍ଷା ଆରମ୍ଭ ହୋଇଗଲା ରାମ ବାବୁ ଭିଜି ଭିଜି ଚାଲି ଥାନ୍ତି ଘରକୁ ଆଉ ହାତରେ ଥାଏ ମନ୍ଦିର ପାଖର ମଙ୍ଗୁଳିଆ ର ପକୁଡି ଯାହା ମୀରାଙ୍କର ବହୁତ ପସନ୍ଦ |
Tragedy
ଲେଖାଚିଠି
Lopamudra Parida · 4 min read · 172 reads
ଲେଖାଚିଠି
Drama
କଣ୍ଟା
Rasmi Rekha Tripathy · 1 min read · 227 reads
ସାମାନ୍ୟ ଲେମ୍ବୁ ଗଛଟିଏ ଯଦି ନିଜକୁ ରକ୍ଷା କରିବାର କ୍ଷମତା ରଖିପାରୁଛି, ତେବେ ମୁଁ କାହିଁକି ନୁହେଁ ? ଦିନ ସାରା ଘଟିଥିବା ସବୁ ହାର ଜିତର ଘଟଣାକୁ ଭୁଲି ମୁଁ ନିଜକୁ ପ୍ରସ୍ତୁତ କରୁଥିଲି ଆଗାମୀ ମୁକାବିଲାକୁ ସାମ୍ନା କରିବା ପାଇଁ l
Inspirational
ଗୋଟେ ପୁଅ ଆଉ ଗୋଟେ ଝିଅ
BIPLAB PADHAN · 2 min read · 395 reads
ପୁଅଟି ତା ପାଇଁ ଜନ୍ମ ଦିନର ଉପହାର ଦେଇ ନିଜ ହୃଦୟର ଭାବନାକୁ କହିବି ବୋଲି ସେ ଦିନ ସେ ଝିଅ ସହିତ ଭେଟ ହେଲା । କିନ୍ତୁ ପୁଅଟି ନିଜ ମନର କଥା କହି ପାରିଲା ନାହିଁ । ତା ମନରେ ଡର ଥିଲା କାଳେ ଏହି ସମ୍ପର୍କ ଜାଣିଲେ ତା' ବନ୍ଧୁତ୍ୱରେ ଫାଟ ସୃଷ୍ଟି ହେବ । ପୁଅଟି ନ କହି ଘରକୁ ପଳାଇ ଆସି ଚିଠିଟିଏ ଲେଖି ସେ ଝିଅ ପାଖକୁ ଦେଇ ତା'ର ଉତ୍ତର ଦେବାକୁ କହିଲା । ଝିଅ ର ଉତ୍ତରେ..ହେଲେ ..!
Romance
ହୃଦୟ
Titi Sarangi · 2 min read · 7.6K reads
ସେଇ ସମାନ ସରଳତା ଆଉ ହସିଲା ମୁହଁ ଧରି ଦିନଟିଏ ଉଙ୍କିମାରେ ବଂଚିଥିଲା ଯାଏ।ତେବେ ଜୀବନଟା ଗତ କାଲିରେ ନାହିଁ କି ଆସନ୍ତା କାଲିରେ ନାହିଁ।
Inspirational
Loading…
Next page →