English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବୁଢାବୁଢ଼ୀ
118 storys
ହିରୋ
Sunanda Mohanty · 1 min read · 145 reads
ଦୁହେଁ ସେମାନଙ୍କ ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତି କରୋନା ରୋଗୀ ଓ କରୋନା ଯୋଦ୍ଧାଙ୍କ ସହାୟତା ପାଇଁ ଦାନ କରିଦେଇଥିଲେ ନିର୍ଦ୍ୱନ୍ଦରେ l
Inspirational
ସେଇ ବର୍ଷା ରାତି
Parbati Pradhan · 3 min read · 435 reads
ସେଇ ବର୍ଷା ରାତି
Abstract
ଭିଜା ମାଟିର ବାସ୍ନା
Parbati Pradhan · 4 min read · 382 reads
ସମସ୍ତଙ୍କ ଦେହରେ ମାଟିର ପରାସ୍ତ ପଡିଥାଏ । ତା ସହିତ ବର୍ଷା କି ମନଲୋଭା ଦୃଶ୍ୟ ଇଛା ହେଉନଥଏ ଆଖି ଫେରା
Abstract
ଶେଷ ଫଗୁଣର ଚିଠି
Parbati Pradhan · 3 min read · 377 reads
ଫଗୁଣର ଶେଷ ଫଗୁ ସହିତ ସବୁଦିନ ପାଇଁ ଉଡି ଯାଇଥିଲା ସେମାନଙ୍କ ମୁହଁରୁ ହସ, ମରି ଯାଇଥିଲା ଆଖିର ଲୁହ, ଥରୁଥିଲେ ଦୁହେଁ ସେମାନଙ୍କ ଅପେକ୍ଷା ଅପେକ୍ଷାରେ ରହିଯାଇଥିଲା l
Inspirational
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
ରେବତୀ – ଭାଗ ୪
ଓଡ଼ିଆ ଗଳ୍ପ ଓ କବିତା - ୨ · 4 min read · 7.7K reads
ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ ଯାଇ ଡାକିଲା, “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି!” ଜବାବ ନାହିଁ ।
Classics
Loading…
Next page →