English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବୁଢାବୁଢୀ
117 storys
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
ଧର୍ମପତ୍ନୀ
Parameswar Ojha · 2 min read · 522 reads
ଆଜି କିନ୍ତୁ କିଛି ନୂଆ କଥା ଘଟିଛି । ବୁଢ଼ାକୁ ରାସ୍ତା କଡ ଗଛ ମୂଳେ ବସେଇ ଦେଇ ବୁଢ଼ୀ ସେଇ ପାଖ ଦୋକାନକୁ ଯାଇଥିଲା ମାଗିବାକୁ ।
Tragedy
ସ୍ବାର୍ଥପର
Prasant Kumar Senapati · 3 min read · 7.2K reads
ଚତୁର୍ଥ ପୃଷ୍ଠା ଖୋଲିବା ପୂର୍ବରୁ ପୁଅର ଚେହେରା ବିକୃତ ହୋଇ ସାରିଥାଏ, ଯେପରି ଜଣେ ଜୁଆରୀ ତାର ସର୍ବଶ୍ବ ଜୁଆରେ ଲଗାଇବା ପରେ ବାଜି ହାରି ଯାଉଛି ।
Inspirational
ଏମିତି ଏକ ବର୍ଷା ଦିନେ
Pramod Kumar Jena · 9 min read · 22K reads
ଏ ସଂସାର ବିଚିତ୍ର l କିଛି ବିଚିତ୍ର ଚିନ୍ତାଧାରାର ଚରିତ୍ରମାନଙ୍କୁ ନେଇ ଏହି କାହାଣୀ l
Tragedy
ଜହ୍ନରେ ଠେକୁଆ
ଓଡିଆ ଶିଶୁ ଗପ · 2 min read · 7.5K reads
ମୁଁ ପ୍ରକୃତରେ ବୁଢୀ ମାଉସୀ ନୁହେଁ, ସ୍ୱର୍ଗର ପରୀ । ଆସ ତୁମକୁ ମୁଁ ସ୍ୱର୍ଗକୁ ନେଇଯିବି ।
Children
ଜହ୍ନମାମୁଁ -184
ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.6K reads
ଏ ନଗରୀକୁ ବ୍ୟବସାୟ କରିବାକୁ ସେ ତାଙ୍କ ଜୀବନରେ ଆଉ କେବେବି ହେଲେ ଆସିବେ ନାହିଁ । ସେ ଯେତିକି ପାଇଲେ ସେତକ ନେଇ ସେ ଖୁସିରେ ଖୁସିରେ.....
Children
Loading…
Next page →