English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବୁଢାଲୋକ
124 storys
ମୁଁ ଅମଣିଷ
Dmishra Sahityalaya · 2 min read · 683 reads
ପାଖରେ ତ ମୋର ୨୦ ଟଙ୍କା ତାଙ୍କୁ ୧୦ ଟଙ୍କା ରେ ଆଖୁରସ ଦେଲି, ଜଳଖିଆ ଦୋକାନ ତ ସବୁ ବନ୍ଦ ହୋଇଯାଇଛି କ'ଣ ଅବା କରିଥାନ୍ତି।
Tragedy
ମାୟା ସଂସାର
Nibedita Mishra · 2 min read · 472 reads
ଏକଥା ଶୁଣି ବୁଢା ଲୋକଟି ମର୍ମାହତ ହେଇଗଲା।ତା ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା ।
Abstract
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି
ଓଡିଆ ଶିଶୁ ଗପ · 1 min read · 7.5K reads
କାହିଁକିନା ତା’ଦୁଇଝିଅଙ୍କର ଦରକାର ପୂରା ବିପରୀତ । ଜଣଙ୍କର ଭଲ ପାଇଁ ପ୍ରାର୍ଥନା କଲେ ତେଣେ ଅନ୍ୟ ଜଣଙ୍କର କ୍ଷତି ହେବ ।
Children
ଅକୃତଜ୍ଞକୁ ଶାସ୍ତି
ଓଡିଆ ଶିଶୁ ଗପ · 1 min read · 7.6K reads
ଜଣେ ଲୋକ ସେ କୁକୁରକୁ କୁଅରେ ପଡିଥିବାର ଦେଖି କୁଅ ଭିତରକୁ ପଶିଲା ଓ ତାକୁ ପାଣିରୁ ଉଠାଇ ଆଣିଲା । ଠିକ୍ ଉଠାଇ ଆଣିଲା ବେଳେ କୁକୁରଟା ସେ ଲୋକର......
Children
ସିଂହର କୃତଜ୍ଞତା
ଓଡିଆ ଶିଶୁ ଗପ · 1 min read · 7.4K reads
ଲୋକଟି ସିଂହକୁ ଏ ଅବସ୍ଥାରେ ଦେଖି ତା’ର ଗୋଡରୁ କଂଟା ବାହାର କରିଦେଲା ଏବଂ ସେଇ ଘା’ରେ ପଟି ବାନ୍ଧି ତାକୁ ଭଲ କରି ଦେଲା ।
Children
Loading…
Next page →