Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବୁଢୀ
51 storys
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
ଜହ୍ନରେ ଠେକୁଆ
ଓଡିଆ ଶିଶୁ ଗପ · 2 min read · 7.5K reads
ମୁଁ ପ୍ରକୃତରେ ବୁଢୀ ମାଉସୀ ନୁହେଁ, ସ୍ୱର୍ଗର ପରୀ । ଆସ ତୁମକୁ ମୁଁ ସ୍ୱର୍ଗକୁ ନେଇଯିବି ।
Children
ଜହ୍ନମାମୁଁ -184
ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.6K reads
ଏ ନଗରୀକୁ ବ୍ୟବସାୟ କରିବାକୁ ସେ ତାଙ୍କ ଜୀବନରେ ଆଉ କେବେବି ହେଲେ ଆସିବେ ନାହିଁ । ସେ ଯେତିକି ପାଇଲେ ସେତକ ନେଇ ସେ ଖୁସିରେ ଖୁସିରେ.....
Children
ଜହ୍ନମାମୁଁ -198
ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.4K reads
ନିମନ୍ ତ ତା’ ଜୀବନରେ ଏପରି କଥା ଆଦୌ କଦାପି ମଧ୍ୟ ଶୁଣି ନଥିଲା । ଏଣୁ ସେ ବୁଢୀ କଥା ତାକୁ ବଡ ବାଧିଲା ।
Children
ଆକବର ବିରବଲ - ୪୪
ଓଡିଆ ଶିଶୁ ଗପ · 3 min read · 7.6K reads
ଥଳୀ ମଧ୍ୟରେ କିଛି ରୂପା ଟଙ୍କା ଭର୍ତି କରି ଗ୍ରାମରେ ଥିବା ଏକମାତ୍ର ଦରଜୀ ପାଖରେ ଯାଇ ପହଁଚିଲେ । ଦରଜୀକୁ ଥଳୀଟିକୁ ସିଲେଇ କରିଦେବାପାଇଁ କହିଲେ,...
Children
ଘରଚଟିଆର ପ୍ରତିଶୋଧ
ଓଡ଼ିଆ ଗଳ୍ପ ଓ କବିତା - ୧ · 5 min read · 5.3K reads
ଘରଚଟିଆର ପୁଣି ଅନୁରୋଧ - “ମତେ ତମେ ଟିକିଏ ସ୍ଥାନ ଦିଅ l ସେଇ ମୋର ଯଥେଷ୍ଟ ହେବ l ମୁଁ ତମକୁ କିଛି ଖାଇବାକୁ ମଧ୍ୟ ମାଗିବି ନାହିଁ l
Classics
Loading…
Next page →