Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଭଲମନ୍ଦ
42 storys
ଜୀଅନ୍ତା ଶବ
Kanan Bala Nayak · 5 min read · 597 reads
ଦୁନିଆର ସବୁ ସମ୍ପର୍କ ଈଶ୍ବର ତିଆରି କରି ଥାଆନ୍ତି ଖାଲି ବନ୍ଧୁତା କୁ ଛାଡ଼ି. ବନ୍ଧୁତା ଏମିତି ଏକ ସମ୍ପର୍କ ଯାହାକୁ ମଣିଷ ନିଜେ ତିଆରି କରିଥାଏ.
Tragedy
ବଡ ଭାଉଜ
Rajalaxmi Mohanty · 10 min read · 111 reads
ମୋତେ ଲାଗେ ଭାଇ ଆଗଭଳି ଘରକୁ ଆସୁଆସୁ ଆମମାନଙ୍କ ସହ ବସନ୍ତା ଉଠନ୍ତା କେବଳ ଆମ ଭଲ ମନ୍ଦ କଥା ପଚାରି ବୁଝନ୍ତା । ଭାଇ ସେମିତି କରେନି ।
Others
ଯେ ପାଞ୍ଚେ ପରମନ୍ଦ ତା ମନ୍ଦ
Lalita Mohan Mishra · 2 min read · 312 reads
ଯେ ପାଞ୍ଚେ ପରମନ୍ଦ ତା ମନ୍ଦ
Inspirational
ଭଲ ମଣିଷ
Subrat Kumar Muduli · 1 min read · 14.2K reads
କାଲି ବସରେ ଗାଁକୁ ଆସିବା ବେଳେ ହଠାତ ମୋ’ ନଜରରେ ପଡିଲା ଜଣେ ବୃଦ୍ଧ ଲୋକ ସିଟ ଖଣ୍ଡେ ପାଇଁ କଣ୍ଡକ୍ଟର ପାଖରେ କାକୁତି ମିନତି ହେଉଛନ୍ତି । ଅବିକଳ ତାଙ୍କ ଚେହେରା ମତେ ପିଲାଦିନେ ଚାହାଳିରେ ପଢାଇଥିବା ଶ୍ୟାମସାରଙ୍କ ଭଳି ଲାଗୁଥିଲା । ମୋ’ ଆଖି ଆଗରେ ନାଚୁଥିଲା ଶ୍ୟାମସାରଙ୍କ କଥା । ସେତେ ବେଳେ ପ୍ରାୟତଃ ଶ୍ୟାମସାର ସବୁ ପିଲାଙ୍କୁ ପଚାରୁଥିଲେ ....... ତମେ ବଡ ହେଲେ କ’ଣ ହେବ । ସବୁପିଲା ବିଭିନ୍ନ ଉତ୍ତର ଦେଲା ବେଳେ ମୁଁ କହୁଥିଲି ମୁଁ ବଡ ହେଲେ ଜଣେ ଭଲ ମଣିଷ ହେବି ବୋଲି ଆଉ ପ୍ରତ୍ୟେକ ଥର ସେ ମତେ ଭଲ ମଣିଷର ମାନେ ପଚାରିବା ବେଳେ ମୁଁ କହୁଥିଲି .... ଯିଏ ବାପା ମା’ଙ୍କୁ ବେଶି ଭଲପାଏ ସେ ହିଁ ଭଲ ମଣିଷ । ସାରଙ୍କୁ ଦେଇଥିବା କଥା ସାରାଜୀବନ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରିଛି ହେଲେ କେତେ ସଫଳ ମୁଁ ଜାଣିନି । ଆଉ ବେଶି ଭାବିଲିନି ବୃଦ୍ଧ ଲୋକଟିକୁ ଯାଚିକରି ମୋ’ ସିଟଟି ଦେଲାରୁ ସେ ମତେ କହିଲେ ....ଏତେ ଲୋକଙ୍କ ଭିତରେ ତୁ ଗୋଟେ ଭଲ ମଣିଷ । ବାଟ ପାଖେଇ ଆସୁଥିଲା ଫୋନ ରିଂ ରେ ବାସ୍ତବତାକୁ ଫେରିଲି । ମୋ’ ସ୍ତ୍ରୀ ମତେ ଫୋନ କରି ଘରକୁ ଆସିବାକୁ ପଚାରୁଥିଲା ମୁଁ କିନ୍ତୁ ତାକୁ ବୋକା ବନେଇ ତା’ ଇଚ୍ଛା ବିରୁଦ୍ଧରେ ଗାଁକୁ ଫେରୁଥିଲି ବାପା ମା’ଙ୍କ ପାଖକୁ । କଥାଥିଲା ସ୍ତ୍ରୀକୁ ନେଇ ଆଜି ଇଭନିଂ ଶୋ ସିନେମା ଦେଖେଇବା ପାଇଁ । ସେ ମତେ ଗାଳି ଦେଇ କହୁଥିଲା ମୁଁ କାଳେ ଗୋଟେ ଅମଣିଷ ମୁଁ କିନ୍ତୁ ବେଦମ ହସୁଥିଲି ମୋ’ ମଣିଷ ପଣିଆକୁ ଯତ କିଞ୍ଚିତ ବଞ୍ଚେଇ ରଖିବାର ପ୍ରୟାସରେ ।
Others
ରାକ୍ଷୀ ଭାଗ ସପ୍ତମ
Akshayakumar Dash · 1 min read · 1 reads
ଶ୍ରୀୟା ଆଳୁଖଣ୍ଡେ ଚାମଚରେ ନେଇ ବରାସହିତ ଖାଉଥାଏ।କହିଲା ବହୁତ ଭଲ।
Others
ସ୍ପର୍ଶ
Jayashree Maharana · 1 min read · 208 reads
ମାତ୍ର କେତେକ କୁମାନସିକଧାରୀ ପୁରୁଷ ଯଦି କିଛି ଖରାପ ଉଦ୍ଦେଶ୍ୟରେ ତୁମର କୌଣସି ଅଙ୍ଗକୁ ସ୍ପର୍ଶ କରନ୍ତି...
Crime
Loading…
Next page →