Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
#ଭଲ
40 storys
ଭଲ ମଣିଷ
Subrat Kumar Muduli · 1 min read · 14.2K reads
କାଲି ବସରେ ଗାଁକୁ ଆସିବା ବେଳେ ହଠାତ ମୋ’ ନଜରରେ ପଡିଲା ଜଣେ ବୃଦ୍ଧ ଲୋକ ସିଟ ଖଣ୍ଡେ ପାଇଁ କଣ୍ଡକ୍ଟର ପାଖରେ କାକୁତି ମିନତି ହେଉଛନ୍ତି । ଅବିକଳ ତାଙ୍କ ଚେହେରା ମତେ ପିଲାଦିନେ ଚାହାଳିରେ ପଢାଇଥିବା ଶ୍ୟାମସାରଙ୍କ ଭଳି ଲାଗୁଥିଲା । ମୋ’ ଆଖି ଆଗରେ ନାଚୁଥିଲା ଶ୍ୟାମସାରଙ୍କ କଥା । ସେତେ ବେଳେ ପ୍ରାୟତଃ ଶ୍ୟାମସାର ସବୁ ପିଲାଙ୍କୁ ପଚାରୁଥିଲେ ....... ତମେ ବଡ ହେଲେ କ’ଣ ହେବ । ସବୁପିଲା ବିଭିନ୍ନ ଉତ୍ତର ଦେଲା ବେଳେ ମୁଁ କହୁଥିଲି ମୁଁ ବଡ ହେଲେ ଜଣେ ଭଲ ମଣିଷ ହେବି ବୋଲି ଆଉ ପ୍ରତ୍ୟେକ ଥର ସେ ମତେ ଭଲ ମଣିଷର ମାନେ ପଚାରିବା ବେଳେ ମୁଁ କହୁଥିଲି .... ଯିଏ ବାପା ମା’ଙ୍କୁ ବେଶି ଭଲପାଏ ସେ ହିଁ ଭଲ ମଣିଷ । ସାରଙ୍କୁ ଦେଇଥିବା କଥା ସାରାଜୀବନ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରିଛି ହେଲେ କେତେ ସଫଳ ମୁଁ ଜାଣିନି । ଆଉ ବେଶି ଭାବିଲିନି ବୃଦ୍ଧ ଲୋକଟିକୁ ଯାଚିକରି ମୋ’ ସିଟଟି ଦେଲାରୁ ସେ ମତେ କହିଲେ ....ଏତେ ଲୋକଙ୍କ ଭିତରେ ତୁ ଗୋଟେ ଭଲ ମଣିଷ । ବାଟ ପାଖେଇ ଆସୁଥିଲା ଫୋନ ରିଂ ରେ ବାସ୍ତବତାକୁ ଫେରିଲି । ମୋ’ ସ୍ତ୍ରୀ ମତେ ଫୋନ କରି ଘରକୁ ଆସିବାକୁ ପଚାରୁଥିଲା ମୁଁ କିନ୍ତୁ ତାକୁ ବୋକା ବନେଇ ତା’ ଇଚ୍ଛା ବିରୁଦ୍ଧରେ ଗାଁକୁ ଫେରୁଥିଲି ବାପା ମା’ଙ୍କ ପାଖକୁ । କଥାଥିଲା ସ୍ତ୍ରୀକୁ ନେଇ ଆଜି ଇଭନିଂ ଶୋ ସିନେମା ଦେଖେଇବା ପାଇଁ । ସେ ମତେ ଗାଳି ଦେଇ କହୁଥିଲା ମୁଁ କାଳେ ଗୋଟେ ଅମଣିଷ ମୁଁ କିନ୍ତୁ ବେଦମ ହସୁଥିଲି ମୋ’ ମଣିଷ ପଣିଆକୁ ଯତ କିଞ୍ଚିତ ବଞ୍ଚେଇ ରଖିବାର ପ୍ରୟାସରେ ।
Others
ରାକ୍ଷୀ ଭାଗ ସପ୍ତମ
Akshayakumar Dash · 1 min read · 1 reads
ଶ୍ରୀୟା ଆଳୁଖଣ୍ଡେ ଚାମଚରେ ନେଇ ବରାସହିତ ଖାଉଥାଏ।କହିଲା ବହୁତ ଭଲ।
Others
ଖାସ୍ ତୁମ ପାଇଁ ଚିଠିଟିଏ
Rama chandra Pradhan · 3 min read · 610 reads
l ମୁଁ ଜାଣିଛି.. ତୁମେ ଆଉ ଆସିବନି l ତୁମ ପାଇଁ କାହା ଭଲ ପାଇବା ଅପେକ୍ଷା ତୁମ ଅହେତୁକ ଜିଦି, ତୁଛ ଅଭିମାନ ଆଉ
Romance
ସ୍ବପ୍ନ ଦୁନିଆରୁ ପଦେ
Narottam Padhan · 1 min read · 474 reads
ମୁଁ ତା ସହ କଥା ନହେଲେ ବଞ୍ଚିବି କେମିତି । ବହୁ ସମୟ ପଚାରିବା ପରେ ତା ଉତ୍ତର ଶୁଣି ମୁଁ ହସିବି ନା କାନ୍ଦିବି ଜାଣି ପାରିଲି ନି ।
Tragedy
ମୋତି ନାନୀର ଭୋଟ୍
Jyotiranjan Sahu · 2 min read · 387 reads
ଏଇ ତୁମ ଭଳି ଭଲ ପିଲାମାନେ ଯଦି ଏ ଦେଶର ହାତ ଟା ଧରିବାକୁ ଆଗେଇ ଆସନ୍ତେ ନା' , ତାହାହେଲେ ବୋଧହୁଏ ମୋତେ ନିଜକୁ ଟଙ୍କା ପାଞ୍ଚ ଶହ ରେ ବିକ୍ରି କରିବାକୁ ପଡୁନଥାନ୍ତା
Others
ଅତୁଟ ଏ ଭଲ ପାଇବା ।
Ram Prasad Bisoi · 2 min read · 7K reads
ଏମ୍ମି ଆଉ ମତେ ଯଦି ଏ ପାରିରେ ମିଳନ ନକରନ୍ତି ତେବେ ଆରପାରିରେ ଆମକୁ ନେଇ ଆପଣଙ୍କ ପରି ରାଇଜରେ ଜାଗା ଦିଅନ୍ତୁ । ଆମେ ଉଡିବୁଲିବୁ । ଆପଣ ଜାଣନ୍ତି; "ଅତୁଟ ଏ ଭଲପାଇବା ।''
Others
Loading…
Next page →