Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମଣିଷ
291 storys
ମଣିଷ ପଣିଆ
Puspanjali Panda · 1 min read · 259 reads
ସେଇ ଶୁକୁଟା ତାକୁ କଷ୍ଟେ ମଷ୍ଟେ ହସପିଟାଲରେ ଭର୍ତ୍ତି କରିଥିଲା।ସେ ବି କବାଟ ଖୋଲୁନି।
Abstract
ମଣିଷ ପଣିଆ
Sanatan Das · 1 min read · 206 reads
ମଣିଷ ପଣିଆ
Drama
ଭଲ ମଣିଷ
Subrat Kumar Muduli · 1 min read · 14.2K reads
କାଲି ବସରେ ଗାଁକୁ ଆସିବା ବେଳେ ହଠାତ ମୋ’ ନଜରରେ ପଡିଲା ଜଣେ ବୃଦ୍ଧ ଲୋକ ସିଟ ଖଣ୍ଡେ ପାଇଁ କଣ୍ଡକ୍ଟର ପାଖରେ କାକୁତି ମିନତି ହେଉଛନ୍ତି । ଅବିକଳ ତାଙ୍କ ଚେହେରା ମତେ ପିଲାଦିନେ ଚାହାଳିରେ ପଢାଇଥିବା ଶ୍ୟାମସାରଙ୍କ ଭଳି ଲାଗୁଥିଲା । ମୋ’ ଆଖି ଆଗରେ ନାଚୁଥିଲା ଶ୍ୟାମସାରଙ୍କ କଥା । ସେତେ ବେଳେ ପ୍ରାୟତଃ ଶ୍ୟାମସାର ସବୁ ପିଲାଙ୍କୁ ପଚାରୁଥିଲେ ....... ତମେ ବଡ ହେଲେ କ’ଣ ହେବ । ସବୁପିଲା ବିଭିନ୍ନ ଉତ୍ତର ଦେଲା ବେଳେ ମୁଁ କହୁଥିଲି ମୁଁ ବଡ ହେଲେ ଜଣେ ଭଲ ମଣିଷ ହେବି ବୋଲି ଆଉ ପ୍ରତ୍ୟେକ ଥର ସେ ମତେ ଭଲ ମଣିଷର ମାନେ ପଚାରିବା ବେଳେ ମୁଁ କହୁଥିଲି .... ଯିଏ ବାପା ମା’ଙ୍କୁ ବେଶି ଭଲପାଏ ସେ ହିଁ ଭଲ ମଣିଷ । ସାରଙ୍କୁ ଦେଇଥିବା କଥା ସାରାଜୀବନ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରିଛି ହେଲେ କେତେ ସଫଳ ମୁଁ ଜାଣିନି । ଆଉ ବେଶି ଭାବିଲିନି ବୃଦ୍ଧ ଲୋକଟିକୁ ଯାଚିକରି ମୋ’ ସିଟଟି ଦେଲାରୁ ସେ ମତେ କହିଲେ ....ଏତେ ଲୋକଙ୍କ ଭିତରେ ତୁ ଗୋଟେ ଭଲ ମଣିଷ । ବାଟ ପାଖେଇ ଆସୁଥିଲା ଫୋନ ରିଂ ରେ ବାସ୍ତବତାକୁ ଫେରିଲି । ମୋ’ ସ୍ତ୍ରୀ ମତେ ଫୋନ କରି ଘରକୁ ଆସିବାକୁ ପଚାରୁଥିଲା ମୁଁ କିନ୍ତୁ ତାକୁ ବୋକା ବନେଇ ତା’ ଇଚ୍ଛା ବିରୁଦ୍ଧରେ ଗାଁକୁ ଫେରୁଥିଲି ବାପା ମା’ଙ୍କ ପାଖକୁ । କଥାଥିଲା ସ୍ତ୍ରୀକୁ ନେଇ ଆଜି ଇଭନିଂ ଶୋ ସିନେମା ଦେଖେଇବା ପାଇଁ । ସେ ମତେ ଗାଳି ଦେଇ କହୁଥିଲା ମୁଁ କାଳେ ଗୋଟେ ଅମଣିଷ ମୁଁ କିନ୍ତୁ ବେଦମ ହସୁଥିଲି ମୋ’ ମଣିଷ ପଣିଆକୁ ଯତ କିଞ୍ଚିତ ବଞ୍ଚେଇ ରଖିବାର ପ୍ରୟାସରେ ।
Others
ଇନ୍-କ୍ୟାପାବଲ୍
Amiya Bej · 1 min read · 7.6K reads
ଖୋଜିବାରେ ପରିଶ୍ରମ ଆଉ ସନ୍ଦେହ ବେଶ୍ ଥାଇପାରେ । କିନ୍ତୁ ପାଇବାପରର ମୁହୁର୍ତ୍ତ ସବୁବେଳେ ମହାର୍ଘ୍ୟ ...
Others
ପରିଶ୍ରମ ଫଳ ବଡ଼ ମଧୁର
ଓଡ଼ିଆ ଗଳ୍ପ ଓ କବିତା - ୨ · 3 min read · 7.6K reads
ଜଣେ ଗରିବ ଚାଷୀ ପୁଅ ନିଜର ପରିଶ୍ରମ ଫଳରେ ଦିନେ ବିଶ୍ଵର ଜଣେ ଧନଶାଳୀ ବ୍ୟକ୍ତି ରୂପେ ପରିଗଣିତ ହୋଇପାରିଲେ , ଏହା କମ୍ ଗୌରବର କଥା ନୁହେଁ ।
Classics
ସବୁଠୁ ବଡ ମୁଁ
ଓଡିଆ ଶିଶୁ ଗପ · 1 min read · 7.2K reads
ଏ ମୂର୍ତ୍ତିଟା ତ ମଣିଷ କରିଛି, ତେଣୁ ସେ ଏହିପରି ତିଆରି କରିଛି । ଯଦି ସିଂହ ତାକୁ ତିଆରି କରିଥାନ୍ତା, ସିଂହ ବି ମଣିଷକୁ ମାରିବାର ଦେଖାଯାଇଥାନ୍ତା ।
Children
Loading…
Next page →