English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମାଛତରକାରି
53 storys
ଦାମ୍ପତ୍ୟ କଳହେ ଚୈବ
Banabihari Mishra · 5 min read · 717 reads
ପରଦିନ ରବିବାର ହେତୁ ସରୋଜ ବାବୁ ଟିକେ ଡେରିରେ ଉଠିଲେ। ଭାଗ୍ୟ ଭଲ, ଗତକାଲିଠାରୁ ସ୍ବସ୍ବୀକୃତ ମୌନବ୍ରତ କଥା ମନେପଡିଲା। ଆଉ ପତ୍ନୀଙ୍କ ସହ କିଛି କଥାବାର୍ତ୍ତା ନକରି ନିଜର ନିତ୍ୟକର୍ମ ସାରି କଲୋନୀ ଛକ ଚା' ଦୋକାନ ଆଡେ ବାହାରିଗଲେ। ଅଫିସ ସହକର୍ମୀ କେତେଜଣ ସେଇଠି ଏକାଠି ହୁଅନ୍ତି। ସେମାନଙ୍କ ସହ ଟିକେ ଗପସପ ହେଇ ଘରକୁ ଆସିଲା ବେଳକୁ ଦିନ ପ୍ରାୟ ଏଗାରଟା। ମନେମନେ ଭାବୁଥିଲେ ଘରେ ଆଜି ନିଶ୍ଚୟ ଗୋଟେ ମହାଭାରତର ତୁମୁଳକାଣ୍ଡ ହେବାକୁ ଯାଉଛି। ସରୋଜ ବାବୁ ନିଜକୁ ସେଥିପାଇଁ ଭିତରେ ଭିତରେ ପ୍ରସ୍ତୁତ କରି ନେଉଥିଲେ।
Others
ଅବୁଝା କଥା
Seetaram Dash · 1 min read · 539 reads
"ରୋଜି ଯଦି ମୋ ପାଟିରୁ ଶୁଣିବ ତରକାରି ଭଲ ହୋଇଛି, ସବୁତକ ମୋ ଥାଳିରେ ଢାଳି ପିଆଜ ଲୁଣ ଲଗେଇ ଖାଇବ"।
Others
ପଚା ମାଛ
Rasmi Rekha Tripathy · 1 min read · 13.8K reads
କାହିଁକି କେଜାଣି ମୋତେ କିଏ ଠକିଲେ କି ମିଛ କହିଲେ ମୁଁ ଜମ୍ମା ସହ୍ୟ କରି ପାରେନି...
Inspirational
ଭାଉ ;ଦୁଇଟି ଦୃଶ୍ୟ
Lopamudra Mishra · 2 min read · 7.7K reads
ଆରେ ସେ ଦୁଇ ଖଣ୍ଡ ରଖିଦେଉଛୁ କଣ? ଦେ ପକା l କେତେ ଏମିତି ଆଉ ଓଜନ ହେବକି ଲାଞ୍ଜ ବକଟକ??
Others
ଭାରତୀୟ ଜଳଦଶ୍ୟୁ
ମାନସ କର · 2 min read · 283 reads
ମଝିରେ ମଝିରେ ଡ଼ଲଫିନ୍ ମାନେ ଉପରକୁ ଉଠି ପାଣିରେ ଲୁଚିଯାଉଛନ୍ତି ।ଅବଶ୍ୟ ଏଇ ମାଛଧରାଳି ମାନେ ଯେଉଁ ମାଛ ଧରିବେ।ସେ ସେଇ ସମୁଦ୍ରର ଏକ ନିର୍ଦ୍ଦିଷ୍ଟ ଜଳରାଶିରେ ଅଛନ୍ତି ।
Inspirational
ମାଛର ସହର
Nibedita Mishra · 3 min read · 344 reads
ମାଛର ସହର
Abstract
Loading…
Next page →