English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମାଟିରମଣିଷ
293 storys
କୋଡ଼ିଏ ଗୁଣ୍ଠିଆ
Sambit Srikumar · 3 min read · 146 reads
ପିଲାଦିନେ ଆମେ ଦୁଷ୍ଟାମି କଲେ ଜେଜେ କହୁଥିଲେ, "ଚାଲ୍ କୋଡ଼ିଏ ଗୁଣ୍ଠିଆକୁ! କେତେ ବଳ ତୋର ଅଛି ଦେଖିବା?
Classics
ଏ କାହାଣୀ ମାଟିର ମଣିଷର
Barsha Swain · 2 min read · 256 reads
ସବୁ ଦୋଷ ସମାଜର ଯନ୍ତ୍ର ସଭ୍ୟତାର ,ତେଣୁ ସେ ଦୋଷଦିଏନି ନିଜ ଶିକ୍ଷା ସଂସ୍କାରକୁ । ଝରକାର ଫାଙ୍କ ଦେଇ ଚାହିଁ ରହିଥାଏ ଦୂର ନାଲିବତୀକୁ, କିଛି ଗୋଟେ ପାଇବା ଆଶାରେ ।
Tragedy
ମଣିଷ ପଣିଆ
Puspanjali Panda · 1 min read · 259 reads
ସେଇ ଶୁକୁଟା ତାକୁ କଷ୍ଟେ ମଷ୍ଟେ ହସପିଟାଲରେ ଭର୍ତ୍ତି କରିଥିଲା।ସେ ବି କବାଟ ଖୋଲୁନି।
Abstract
ମଣିଷ ପଣିଆ
Sanatan Das · 1 min read · 206 reads
ମଣିଷ ପଣିଆ
Drama
ଭଲ ମଣିଷ
Subrat Kumar Muduli · 1 min read · 14.2K reads
କାଲି ବସରେ ଗାଁକୁ ଆସିବା ବେଳେ ହଠାତ ମୋ’ ନଜରରେ ପଡିଲା ଜଣେ ବୃଦ୍ଧ ଲୋକ ସିଟ ଖଣ୍ଡେ ପାଇଁ କଣ୍ଡକ୍ଟର ପାଖରେ କାକୁତି ମିନତି ହେଉଛନ୍ତି । ଅବିକଳ ତାଙ୍କ ଚେହେରା ମତେ ପିଲାଦିନେ ଚାହାଳିରେ ପଢାଇଥିବା ଶ୍ୟାମସାରଙ୍କ ଭଳି ଲାଗୁଥିଲା । ମୋ’ ଆଖି ଆଗରେ ନାଚୁଥିଲା ଶ୍ୟାମସାରଙ୍କ କଥା । ସେତେ ବେଳେ ପ୍ରାୟତଃ ଶ୍ୟାମସାର ସବୁ ପିଲାଙ୍କୁ ପଚାରୁଥିଲେ ....... ତମେ ବଡ ହେଲେ କ’ଣ ହେବ । ସବୁପିଲା ବିଭିନ୍ନ ଉତ୍ତର ଦେଲା ବେଳେ ମୁଁ କହୁଥିଲି ମୁଁ ବଡ ହେଲେ ଜଣେ ଭଲ ମଣିଷ ହେବି ବୋଲି ଆଉ ପ୍ରତ୍ୟେକ ଥର ସେ ମତେ ଭଲ ମଣିଷର ମାନେ ପଚାରିବା ବେଳେ ମୁଁ କହୁଥିଲି .... ଯିଏ ବାପା ମା’ଙ୍କୁ ବେଶି ଭଲପାଏ ସେ ହିଁ ଭଲ ମଣିଷ । ସାରଙ୍କୁ ଦେଇଥିବା କଥା ସାରାଜୀବନ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରିଛି ହେଲେ କେତେ ସଫଳ ମୁଁ ଜାଣିନି । ଆଉ ବେଶି ଭାବିଲିନି ବୃଦ୍ଧ ଲୋକଟିକୁ ଯାଚିକରି ମୋ’ ସିଟଟି ଦେଲାରୁ ସେ ମତେ କହିଲେ ....ଏତେ ଲୋକଙ୍କ ଭିତରେ ତୁ ଗୋଟେ ଭଲ ମଣିଷ । ବାଟ ପାଖେଇ ଆସୁଥିଲା ଫୋନ ରିଂ ରେ ବାସ୍ତବତାକୁ ଫେରିଲି । ମୋ’ ସ୍ତ୍ରୀ ମତେ ଫୋନ କରି ଘରକୁ ଆସିବାକୁ ପଚାରୁଥିଲା ମୁଁ କିନ୍ତୁ ତାକୁ ବୋକା ବନେଇ ତା’ ଇଚ୍ଛା ବିରୁଦ୍ଧରେ ଗାଁକୁ ଫେରୁଥିଲି ବାପା ମା’ଙ୍କ ପାଖକୁ । କଥାଥିଲା ସ୍ତ୍ରୀକୁ ନେଇ ଆଜି ଇଭନିଂ ଶୋ ସିନେମା ଦେଖେଇବା ପାଇଁ । ସେ ମତେ ଗାଳି ଦେଇ କହୁଥିଲା ମୁଁ କାଳେ ଗୋଟେ ଅମଣିଷ ମୁଁ କିନ୍ତୁ ବେଦମ ହସୁଥିଲି ମୋ’ ମଣିଷ ପଣିଆକୁ ଯତ କିଞ୍ଚିତ ବଞ୍ଚେଇ ରଖିବାର ପ୍ରୟାସରେ ।
Others
ମାଟିର ମହକ
suchismita Panda · 3 min read · 288 reads
ମାଟିର ମହକ
Comedy
Loading…
Next page →