English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମିଛମାୟା
78 storys
ମାୟା ବର୍ଣ୍ଣାଳୀ -ଦିଗହରା ପ୍ରେମ
G Santoshi · 8 min read · 196 reads
ମୋ ମା ଆଉ ଭଉଣୀ ଛିଡ଼ା ହୋଇଥାନ୍ତି ।ମୋ ମା କୁ ସାମନ୍ତ କେଶରୀ ବଳବନ୍ତରାଓ ଆରାଧନା ର ମୁଣ୍ଡ ପୋଛି, କିଛି ମେଡ଼ିସିନ ପାଟିରେ ଦେଇ କେଉଁ ଏକ ପିଲା ତା ପ୍ରେମକୁ ଗ୍ରହଣ
Abstract
କେହି ନୁହେଁ କାହାର
Aswini Kumar Behera · 3 min read · 46 reads
ଖାଇବା ମାମୁନି ହାତରେ ପଠାଇଲେ ଯେତେଦୂର ମୁଁ ଶୁଣିଥିଲି ସୀମା ମାମୁନିକୁ ମୋଠୁ ଦୁରେଇ ରହିବାକୁ କହିଥିଲା ।
Abstract
ସତ ମିଛ
Subrat Kumar Muduli · 1 min read · 7K reads
ଦିନଥିଲା ଆମ ସମ୍ପର୍କକୁ ମୁଁ ବାଲିଘର ରୂପ ଦେଲା ବେଳେ ତମେ ମୋ’ ସହ ବେତଣ୍ଡା ଯୁକ୍ତି କରି କହୁଥିଲ ସେଇଟା କାଳେ ଗୋଟେ କଂକ୍ରିଟ ରାଜମହଲ ବୋଲି । ମୁଁ ଜାଣେ ତମେ ତ ମିଛ କହିବାରେ ଓସ୍ତାଦ ଥିଲ ତେଣୁ ତମର କିଛି ବି କ୍ଷତି ହୋଇନି । ତମେ ଆଉ କାହାର ହେଲା ପରେ ତମର ସେ ମିଛ ଅଭିନୟର ଅବାଞ୍ଛିତ କାଗଜ ଫର୍ଦ୍ଦକୁ ମୁଁ ବି କେତେ ବେଳେ ଡଙ୍ଗାକରି ଭସେଇ ଦେଇଛି ଅଦିନିଆ ବର୍ଷାର ସୁଅରେ ତ କେତେ ବେଳେ କ୍ଷେପଣାସ୍ତ୍ର କରି ଉଡେଇ ଦେଇଛି କାଳ ବୈଶାଖୀର କରାଳ ପବନର ଧାରେ ଧାରେ । ଆଜି ତମକୁ ମୁଁ ଭୁଲିଛି କି ନଭୁଲିଛି ଆଉ କେବେ ବି ପଚାରି ବୁଝେନି ଏଇ ମୋ’ର ଭଙ୍ଗା ହୃଦୟକୁ କିନ୍ତୁ ଗୋଟାଏ କଥା ମୁଁ ଜମା ବି ଭୁଲି ପାରୁନି । ସେଦିନ ତମ ମୁଣ୍ଡ ଛୁଇଁ ମୁଁ କହିଥିଲି ଯେ ମୁଁ କେବେ ମିଛ କୁହେନି । ଗୋଟିଏ କଥାକୁ ଛାଡି ମୋ’ ଜୀବନରେ ମୁଁ କେବେ ବି ମିଛ କହିନି ଜାଣିଛ ସେଇଟା କୋଉ କଥା .............ତମ ସହ ଶେଷଥର କଥା ହେଲା ବେଳେ ଜୀବନରେ ପ୍ରଥମଥର ପାଇଁ ତମେ ସତ କହି କହିଥିଲ ଆଇ ହେଟ ୟୁ ଆଉ ମୁଁ ବି ମିଛରେ କହିଥିଲି ସେଇ ଏକା କଥା ।
Others
ତଳ ବରଡ଼ା
ଓଡ଼ିଆ ଗଳ୍ପ ଓ କବିତା - ୨ · 13 min read · 7.2K reads
ପ୍ରଭା ତାଙ୍କ ପଛେ ପଛେ ଚା ଦୁଇ କପ୍ ଧରି ଶୋଇଲା ଘର ଟେବୁଲ୍ ଉପରେ ରଖି ଦେଇ ବିବେକଙ୍କୁ ଡାକିବାକୁ ଗଲା । ମାତ୍ର ସେ ଏପରି ଗମ୍ଭୀର ମୁଦ୍ରାରେ ଥିଲେ
Classics
ପ୍ରଶ୍ନବାଚୀ
Ambika Swain · 9 min read · 7.9K reads
କାହିଁକି ମୋ ଠାରୁ ଦୂରେଇ ଗଲୁ କେଉଁଠି ଅଛୁ ,କିପରି ଅଛୁ? ଏହାର ଉତ୍ତର କେବେ ବି ମୁଁ ଖୋଜି ପାଉନି ଆଜି ଯାଏ......
Others
ଭୁଲ୍ କାହାର
SARADA NAYAK · 30 min read · 184 reads
ଭୁଲ୍ କାହାର
Children Stories
Loading…
Next page →