Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମିଛ
40 storys
ସତ ମିଛ
Subrat Kumar Muduli · 1 min read · 7K reads
ଦିନଥିଲା ଆମ ସମ୍ପର୍କକୁ ମୁଁ ବାଲିଘର ରୂପ ଦେଲା ବେଳେ ତମେ ମୋ’ ସହ ବେତଣ୍ଡା ଯୁକ୍ତି କରି କହୁଥିଲ ସେଇଟା କାଳେ ଗୋଟେ କଂକ୍ରିଟ ରାଜମହଲ ବୋଲି । ମୁଁ ଜାଣେ ତମେ ତ ମିଛ କହିବାରେ ଓସ୍ତାଦ ଥିଲ ତେଣୁ ତମର କିଛି ବି କ୍ଷତି ହୋଇନି । ତମେ ଆଉ କାହାର ହେଲା ପରେ ତମର ସେ ମିଛ ଅଭିନୟର ଅବାଞ୍ଛିତ କାଗଜ ଫର୍ଦ୍ଦକୁ ମୁଁ ବି କେତେ ବେଳେ ଡଙ୍ଗାକରି ଭସେଇ ଦେଇଛି ଅଦିନିଆ ବର୍ଷାର ସୁଅରେ ତ କେତେ ବେଳେ କ୍ଷେପଣାସ୍ତ୍ର କରି ଉଡେଇ ଦେଇଛି କାଳ ବୈଶାଖୀର କରାଳ ପବନର ଧାରେ ଧାରେ । ଆଜି ତମକୁ ମୁଁ ଭୁଲିଛି କି ନଭୁଲିଛି ଆଉ କେବେ ବି ପଚାରି ବୁଝେନି ଏଇ ମୋ’ର ଭଙ୍ଗା ହୃଦୟକୁ କିନ୍ତୁ ଗୋଟାଏ କଥା ମୁଁ ଜମା ବି ଭୁଲି ପାରୁନି । ସେଦିନ ତମ ମୁଣ୍ଡ ଛୁଇଁ ମୁଁ କହିଥିଲି ଯେ ମୁଁ କେବେ ମିଛ କୁହେନି । ଗୋଟିଏ କଥାକୁ ଛାଡି ମୋ’ ଜୀବନରେ ମୁଁ କେବେ ବି ମିଛ କହିନି ଜାଣିଛ ସେଇଟା କୋଉ କଥା .............ତମ ସହ ଶେଷଥର କଥା ହେଲା ବେଳେ ଜୀବନରେ ପ୍ରଥମଥର ପାଇଁ ତମେ ସତ କହି କହିଥିଲ ଆଇ ହେଟ ୟୁ ଆଉ ମୁଁ ବି ମିଛରେ କହିଥିଲି ସେଇ ଏକା କଥା ।
Others
ଋତୁପର୍ଣ୍ଣା
Satyabati Swain · 3 min read · 2.8K reads
ଆତ୍ମାକୁ ପ୍ରେମ କର,ହୃଦୟକୁ ପ୍ରେମ କର,ଜୀବନକୁ ପ୍ରେମ କର,ଜୀଇଁବାକୁ ପ୍ରେମ କର।।ଏତକ ବୁଝ କି ସୁନ୍ଦର ମଣିଷ ଜନ୍ମଓ ଦାନ।।ଏହାକୁ ତା ବାଟରେ.........
Others
ପ୍ରେମ ସ୍ୱପ୍ନ
Tosarani sahu · 3 min read · 195 reads
ପ୍ରେମ ସ୍ୱପ୍ନ
Romance
ସତ ନା ମିଛ?
Suvasmita Panda · 3 min read · 12.6K reads
ସୁଧୀର ସେ ଦିନ ଫେରିବାକୁ ଡେରି ହୋଇ ଯାଇଥାଏ । ପାଖାପାଖି ୧୧.୩୦ ବେଳେ ସେ ଅଫିସ ସାରି ନିଜ ଗାଡ଼ି ଧରି ଗାଁ କୁ ଫେରୁଥାଏ।
Drama
ଲକ୍ ଡାଉନ୍ ଇଫେକ୍ଟ
Rozalini Mishra · 7 min read · 47 reads
ଆଶ୍ଚର୍ଯ୍ୟ ହୋଇଗଲା ମଙ୍ଗୁଳି । ଘଟଣା କ'ଣ କିଛି ବୁଝି ପାରିଲାନି ସେ । ବଲବଲ କରି ଚାହିଁଲା ଶୁଭ୍ରା..
Tragedy
ଫିକା ଏ ଜୀବନ ରଙ୍ଗ
Debabrata Barik Debunu · 3 min read · 246 reads
ଫିକା ଏ ଜୀବନ ରଙ୍ଗ
Drama
Loading…
Next page →