English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ରଙ୍କବାବୁ
322 storys
ପ୍ରେମ ବିବାହ
Ranjit Sahu · 4 min read · 499 reads
ରଙ୍କ ବାବୁଙ୍କର ସ୍ତ୍ରୀ କିନ୍ତୁ ଖୁସି- ଯାହା ହେଉ ପିଙ୍କି ସେହି କାମଟି କରିଛି ଯାହା ଆଜି ଯାଏଁ ସିଏ ନିଜେ କରି ପାରି ନାହାନ୍ତି, ବାଙ୍କ ବାବୁଙ୍କ ସ୍ତ୍ରୀ କୁ ଟିକେ ତଳେ ପକେଇଛି I
Drama
ଭୂତ
Rasmi Rekha Tripathy · 4 min read · 14.4K reads
କୋଡପୋଛା ପୁଅ ବୋଲି ଦୀପୁକୁ ମୁଣ୍ଡରେ ବସେଇ ରଖିଛି l ଏଣେ ବାପଛେଉଣ୍ଡ ବୋଲି ରଙ୍କକୁ ପଣତ ଆଢୁଆଳରେ ଘୋଡେଇ ରଖିଛି l
Drama
ଭିକାରୀ
Paramita Mishra · 2 min read · 7.6K reads
ହରି ଚାଲୁ ଚାଲୁ ଧୀର ବାବୁ ଙ୍କୁ କହୁଥିଲେ। ଧୀର ବାବୁ ବି ପାଳିଆ ଧରିଲେ ଖର୍ଚ କୁହନ୍ତୁନି, ଆହୁରି ଦଶହରା ଆସୁଚି କଣ ଯେ କରିବା। ବୁଝିଲ ହେବ ବଡ..,
Others
ବ୍ୟବଧାନ
SIPRA NAMTA · 5 min read · 7.3K reads
--"ହଉ ଦେ ...ଚାହା କପଟି ନେଇସାରି "ତୁ କଣ ଭାବିଛୁ ସବୁତକ ବଉଳ କଷି ଧରିବ ? ଯଦି ବା ଧରେ ସବୁ କଷି କଣ ଗଛରେ ରହିବ ?
Drama
ଜୋତା
Narayan chandra Senapati · 2 min read · 525 reads
ଏ ପରା ଯନ୍ତ୍ରଣା ସହି ଆମକୁ ଆରାମ ଦିଏ,ଏ ପରା ନିଜେ ଅପରିଷ୍କାର ରହି ଆମକୁ ପରିଷ୍କାର ରଖେ,ଏ ମଧ୍ୟ...
Tragedy
ଧନର ଗରିବତା
Ranjit Sahu · 5 min read · 491 reads
ଶୁକୁଟି ମାଆ ମୋହନ ବାବୁଙ୍କୁ ଚାହିଁ ମୁରୁକି ହସୁଥିଲା I
Inspirational
Loading…
Next page →