English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଲିମା
1 storys
ମୁଁ ବି ପ୍ରତିଯୋଗିତାରେ ଭାଗ ନେବି
Dr Jharana Satapathy · 3 min read · 841 reads
କି ଭାଗ୍ୟ ମୋର ଆଜିଠୁ ମୁଁ ସମୟର ସଦୁପଯୋଗ କରି କବିତା ଗଳ୍ପ ଲେଖିବି ।ମୋ ପୁଅ ତ ଛତରାବାତରା ହୋଇ ବୁଲୁଛି ତା ମୋବାଇଲ ଧରି ।ମଉସାକୁ କହି ମୋ ପାଈଁ ଗୋଟିଏ ନୂଆ ଫୋନ ଆଣିବି ।ଷ୍ଟୋରିମିରର୍ ପ୍ରତିଯୋଗିତାରେ ଭାଗ ନେବି।ତୁ ଯାଇ ଏଠି ସମସ୍ତଙ୍କୁ ଷ୍ଟୋରିମିରର୍ ବିଷୟରେ କହିଦେଇ ଆସେ ।ଅଧିକାଂଶ ସ୍ତ୍ରୀଲୋକ ଘରର କାମଧାମ ସରିଲା ପରେ ଖାଲି ସାହି ପଡିଶା ସହ ଗପି ଗପି ସମୟ ବରବାଦ କରନ୍ତି ।ସେମାନଙ୍କ ପାଖରେ ପ୍ରତିଭା ଥିଲେ ମଧ୍ୟ ତାକୁ ବିକଶିତ କରିବାର ଜାଣନ୍ତି ନାହିଁ ।
Inspirational