Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଲୁହ
190 storys
ଲୁହ
ଲୁହ
Subhashree Maharana · 1 min read · 1.6K reads
ଲୁହ
Inspirational
ଲୁହ
ଲୁହ
Dibyajyoti Mohanty · 3 min read · 1.7K reads
ଲୁହ
Tragedy
ଅଦେଖା ଲୁହ
Subrat Kumar Muduli · 1 min read · 7.5K reads
ଭାରି ଭଲ ହେଲା ସେମାନେ ବିନା ଯୌତୁକରେ ବାହାଘର କରିବେ ବୋଲି ରାଜି ହେଲେ । ଯା’ ହେଉ ଏତେ ବଡ ଓଜନଟା ଟିକେ ହାଲୁକା ଲାଗୁଥିଲା ଗରିବ ଚାଷୀ ମୋହନକୁ । ତଥାପି ତ ନିଜ ଖୁସି ମୁତାବକ ଝିଅ ରାଣୀକୁ କିଛି ଦବାକୁ ହବ ତେଣୁ ସେ ପନ୍ଦର ଦିନ ଆଗରୁ ବିକି ସାରିଥିଲା ତା’ର ରଙ୍ଗମାଟିଆ ଦୋଫସଲି ସୁନାଥାଳି ଜମି ମାଣକ । ଆଜି ନିର୍ବନ୍ଧ ଥିଲା ଦାଣ୍ଡ ସୁନ୍ଦର ରୀତି ଅନୁଯାୟୀ ସେ ଚର୍ଚ୍ଚାରେ କୋଉଥିରେ କମ କରିନଥିଲା । ବରଘର ଲୋକଙ୍କ ମୁହଁରୁ ନିଜ ଝିଅର ପ୍ରଶଂସା ବିଷୟରେ ଶୁଣିବା ପରେ ମନେ ମନେ କୁରୁଳି ଉଠୁଥିଲା ମୋହନ । ସବୁ ସରିବା ପରେ ନିଜର ସ୍ଥିତି ଅନୁଯାୟୀ ଭଲଲୋକିକୁ ଡାକି ସତୁରୀ ହଜାର ଟଙ୍କା ଦେଲା ସେ ହେଲେ ଏ କ’ଣ ବରପିତା ଏଣୁ ତେଣୁ କଥା ବୁଲାଇ ଲକ୍ଷେ ଟଙ୍କାରେ କଥା ଛିଡାଇବାକୁ କହୁଥିଲା ଭଲଲୋକିକୁ । ଶେଷରେ କଥା ପହଞ୍ଚିଲା ମୋହନ ପାଖରେ ବିଚରା ଭାଙ୍ଗି ପଡିଲା ଦୋମୁହାଁ ଲୋକଙ୍କ ସହ ନିଜ ଝିଅର ସାରା ଜୀବନ କାଟିବା କଥା ଭାବି । ବେଳକୁ କଥା ବଢିଲା ମୋହନ ନେହୁରା ହେଉଥିଲା, ବରଘର ପକ୍ଷରୁ ଲୋକଙ୍କ ଭିଡରେ କେହି ଜଣେ କହୁଥିଲା ............ଏମିତିକା ଛୋଟ ଲୋକ ଜାଣିଥିଲେ ଆମେ ଜମା ବନ୍ଧୁ ବାନ୍ଧିନଥାଆନ୍ତୁ କ’ଣ ଅଛି ୟା ପାଖରେ । ଝିଅ ରାଣୀ ଆଗକୁ ଆସିଲା ମଥା ଟେକି ସମସ୍ତଙ୍କୁ କହିଲା .........ହଁ ଅଛି ଆମ ଘରର ସ୍ଵତନ୍ତ୍ର ସଂସ୍କାର ଆଉ ଦୁଃଖକୁ ସହିବାର ଦୁର୍ବାର ଶକ୍ତି କିନ୍ତୁ ଆଉ ନୁହେଁ । ସମସ୍ତେ ଲଜ୍ଜାରେ ତଳକୁ ଚାହିଁଥିଲେ ଝିଅଟି ବେଦମ ହସୁଥିଲା ନିର୍ବନ୍ଧ ଶଙ୍ଖା ଦୁଇଟିକୁ ତୁଟେଇ ଦେଇ, ଖାଲି ଯାହା କେତେ ବେଳୁ ଆଖିରେ ଟଳମଳ ହେଉଥିଲା ବଡଲୋକି ପଣିଆକୁ ଅଟ୍ଟହାସ୍ୟ କରୁଥିବା ତା’ର ଦୁଇବୁନ୍ଦା ଆଦେଖା ଲୁହ ।
Others
ଲୁହ
Samar Ballav Bhoi · 2 min read · 258 reads
ଆରେ ବାବୁ ସନା ମୁଁ ସେହି କଥା ତୋତେ ବୁଝେଇବାକୁ ଚେଷ୍ଟା କରୁଛି ଯେ ମଣିଷ ଜନ୍ମ ହୋଇ ବଡ଼ ହୋଇଗଲା ପରେ ସେ ସବୁକିଛି ଭୁଲିଯାଏ କିମ୍ବା କର୍ତ୍ତବ୍ୟବୋଧ କୁ ବୋଝ ବୋଲି ଭାବେ,
Tragedy
ଅଵଲୋକରା ( ଏକ ଆତ୍ମାହୁତି )..
Smruti Ranjan Tripathy · 2 min read · 7.7K reads
ଧନିଆ ଆରେ ଦେଖିଲୁ ..ତୋ ପୁଅ ଯୋଉ ଏ'ସନ ହାଇଫାଇ ପାଠ ପଢିଲା..ବେଶୀ ପଢିକି କୁଆଡେ ହାକିମ ହେଲା ଆରେ ଏଇ ସିଏ ନୁହଁ ତ...ଆମ ବନ ଭାଇ ପୁଅ ନୁହଁ ତ ??
Others
ଲୁହ ଭିଜା ପ୍ରେମ
TUKUNA SAHU · 9 min read · 3.1K reads
ସତରେ ଭଲ ପାଇବାରେ ରେ ଏତେ କଷ୍ଟ ଭୋଗ ରହିଛି ତାହା ଆଜି ମୁଁ ଜାଣି ପାରିଛି ।
Romance
Loading…
Next page →