Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସତ
30 storys
ସତ ମିଛ
Subrat Kumar Muduli · 1 min read · 7K reads
ଦିନଥିଲା ଆମ ସମ୍ପର୍କକୁ ମୁଁ ବାଲିଘର ରୂପ ଦେଲା ବେଳେ ତମେ ମୋ’ ସହ ବେତଣ୍ଡା ଯୁକ୍ତି କରି କହୁଥିଲ ସେଇଟା କାଳେ ଗୋଟେ କଂକ୍ରିଟ ରାଜମହଲ ବୋଲି । ମୁଁ ଜାଣେ ତମେ ତ ମିଛ କହିବାରେ ଓସ୍ତାଦ ଥିଲ ତେଣୁ ତମର କିଛି ବି କ୍ଷତି ହୋଇନି । ତମେ ଆଉ କାହାର ହେଲା ପରେ ତମର ସେ ମିଛ ଅଭିନୟର ଅବାଞ୍ଛିତ କାଗଜ ଫର୍ଦ୍ଦକୁ ମୁଁ ବି କେତେ ବେଳେ ଡଙ୍ଗାକରି ଭସେଇ ଦେଇଛି ଅଦିନିଆ ବର୍ଷାର ସୁଅରେ ତ କେତେ ବେଳେ କ୍ଷେପଣାସ୍ତ୍ର କରି ଉଡେଇ ଦେଇଛି କାଳ ବୈଶାଖୀର କରାଳ ପବନର ଧାରେ ଧାରେ । ଆଜି ତମକୁ ମୁଁ ଭୁଲିଛି କି ନଭୁଲିଛି ଆଉ କେବେ ବି ପଚାରି ବୁଝେନି ଏଇ ମୋ’ର ଭଙ୍ଗା ହୃଦୟକୁ କିନ୍ତୁ ଗୋଟାଏ କଥା ମୁଁ ଜମା ବି ଭୁଲି ପାରୁନି । ସେଦିନ ତମ ମୁଣ୍ଡ ଛୁଇଁ ମୁଁ କହିଥିଲି ଯେ ମୁଁ କେବେ ମିଛ କୁହେନି । ଗୋଟିଏ କଥାକୁ ଛାଡି ମୋ’ ଜୀବନରେ ମୁଁ କେବେ ବି ମିଛ କହିନି ଜାଣିଛ ସେଇଟା କୋଉ କଥା .............ତମ ସହ ଶେଷଥର କଥା ହେଲା ବେଳେ ଜୀବନରେ ପ୍ରଥମଥର ପାଇଁ ତମେ ସତ କହି କହିଥିଲ ଆଇ ହେଟ ୟୁ ଆଉ ମୁଁ ବି ମିଛରେ କହିଥିଲି ସେଇ ଏକା କଥା ।
Others
ସତ କହିବାର ଫଳ
JitendraNath Gahir · 3 min read · 6K reads
ଆଜି ସେମାନେ ହୁଏତ ଏ କଥା ଭୁଲି ଯାଇଥିବେ କିନ୍ତୁ ମୋ ପାଇଁ ଏକ ଅଲିଭା ସ୍ମୃତି ...
Inspirational
ପୁସ୍ତକ ପ୍ରତି ଆଗ୍ରହ
Dr Jharana Satapathy · 1 min read · 308 reads
ସତରେ ସରସ୍ବତୀ ଦେବୀ ପାଠ ପଢିପାରିଲେ ନାହିଁ ଗୃହ ଜଞ୍ଜାଳ ଭିତରେ ରହି । ଖାଲି ମନରେ ତାଙ୍କର ଅବଶେଷ ରହିଗଲା । କିନ୍ତୁ ଏ ବୟସରେ ବି ଚେଷ୍ଟା ଜାରି ରଖିଛନ୍ତି ।
Inspirational
ଜହ୍ନମାମୁଁ -୧୩୨
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.3K reads
ସର୍ଦ୍ଦାର ଆଶ୍ଚର୍ଯ୍ୟ ହୋଇ ଥରେ କିଲା ଆଡେ ଓଇ ଥରେ ପିଙ୍ଗଳ ଆଡେ ଅନାଇଲା । କିଲାର ଏ ପରିସ୍ଥିତିରେ ସ୍ୱାଭାବିକ ନୁହେଁ, ପିଙ୍ଗଳ ଆଡେ ଅନାଇ ସେ ସେଇଆ..
Children
ସତ ନା ମିଛ?
Suvasmita Panda · 3 min read · 12.6K reads
ସୁଧୀର ସେ ଦିନ ଫେରିବାକୁ ଡେରି ହୋଇ ଯାଇଥାଏ । ପାଖାପାଖି ୧୧.୩୦ ବେଳେ ସେ ଅଫିସ ସାରି ନିଜ ଗାଡ଼ି ଧରି ଗାଁ କୁ ଫେରୁଥାଏ।
Drama
ଗୁପଚୁପ ବାଲା
Prabhas Kumar mohapatra · 3 min read · 258 reads
ଗୁପଚୁପ ବାଲା
Inspirational
Loading…
Next page →