Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସାବି
9 storys
ମଣି କାଞ୍ଚନ
Debabrata Jena · 5 min read · 2.8K reads
ପୁଅ ଦୁଇ ଜଣ ତାଙ୍କ ପାଇଁ ବଜାରରେ ମିଳୁଥିବା ନକଲି ସୁନା ଆଉ ତାଙ୍କ ଝିଅ ହିଁ ପ୍ରକୃତରେ ମଣି କାଞ୍ଚନ ।
Inspirational
ଫରକ
shibaram dalai · 2 min read · 436 reads
ସେମାନେ ବିଦେଶରେ ହିଁ ପାଠ ପଢ଼ନ୍ତି । ଅତି ଦରକାର ପଡ଼ିଲେ ନଚେତ କାର୍ଯ୍ୟରୁ ଫୁରୁସତ ମିଳିଲେ ସେମାନେ ବନ୍ଧୁ ପରି ବୁଲି ଆସନ୍ତି ନିଜ ଘରକୁ ।
Abstract
ଅସହାୟା
Banabihari Mishra · 7 min read · 467 reads
ଡାକ୍ତରଖାନା ବାରଣ୍ଡାରେ ଏଡେ ବଡ ମଣିଷଟା କି ନିରିମାଖି ହେଇ ଶୋଇଛି। ସାବିକୁ କାନ୍ଦ ମାଡୁଥାଏ।
Tragedy
ରୂପାନ୍ତର
Amiya Bej · 1 min read · 7.7K reads
ଓଦା ସରସର ମୁକୁଳା ବାଳରେ , ଝୁଣାକର୍ପୁରରେ ମହମହ ବାସ୍ନାୟିତ ହୋଇ , ମୁଣ୍ଡିଆଟେ ମାରେ 'ତାଙ୍କୁ' ଯାଇ ।
Others
ସ୍ବାଧୀନତା
Kiran Mishra · 2 min read · 428 reads
ବିଟଳ ଗୋଟାଏ ସରକାରୀ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର।ମା ସାବି ପରଘରେ ବାସନ ମାଜେ,ବାପା ସନାବାବୁଘର ଟ୍ରଲି ଚଲାଏ । ସ୍ଥାନୀୟ ବସ୍ତିରେ ଗୋଟିଏ ଖୋଲି ନେଇ ଚାରି ପୁଅ ଝିଅ ସହ ସେମାନେ ରୁହନ୍ତି । ବିଟଳ ବଡ଼ପୁଅ ,ତାତଳେ ଦୁଇ ଝିଅ ଓ ଶେଷରେପୁଅ । ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଯେତିକି ରୋଜଗାର କରନ୍ତି ସେଥିରେ ଛଅ ପ୍ରାଣୀ କୁଟୁମ୍ବ ବହୁକଷ୍ଟରେ ଚଳାନ୍ତି ।
Inspirational
ମାନ ଅଭିମାନ
Seetaram Dash · 3 min read · 242 reads
ବିବେକହୀନ ଚକରା ନିଜ ହିତାହିତ ଜ୍ଞାନ ହରେଇ ରାଣୀ ମାଉସୀକୁ ପିଟିବା ଆରମ୍ଭ କଲା। ଚକରାର ସ୍ତ୍ରୀ ପାଟିତୁଣ୍ଡ ଶୁଣି ଦୌଡି ଆସି ଚକରାକୁ ରୋକିଲେ। ରାଣୀ ମାଉସୀ ଔଷଧ ରାଗରେ ତାଟିଆ କାମୁଡ଼ିଲା ଭଳି ବୋହୂକୁ କହିଲେ " ବାଡେଇବା କୁ ତ ଶିଖେଇଛୁ, ଲୋକ ଦେଖାଣିଆ କଣ ପାଇଁ ରୋକୁଛୁ"।
Classics
Loading…
Next page →