English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସି.ଆଇ.ଡି.
19 storys
ସି.ଆଇ.ଡି଼
Trushna Das · 1 min read · 247 reads
ଦୟା ଗବ୍ବରଙ୍କ ମୁକାବିଲା କଲା ବେଳେ ହଠାତ୍ ତାଙ୍କ ଦେହରେ ଗୁଳି ଲାଗିଲା। ଠିକ୍ ସେହି ସମୟରେ ଏସ୍ପି ...
Abstract
ଗବର ସିଂ ମିଶନ
Dr Jharana Satapathy · 3 min read · 241 reads
ତା ସହ ସେବତୀର ଭଉଣୀ ଅନ୍ୟ ନିରିହ ଆଦିବାସୀମାନେ ସେମାନଙ୍କ କବଳରୁ ମୁକ୍ତ ହୋଇଥିଲେ।
Action
ଶହୀଦ
Trushna Das · 4 min read · 330 reads
ସମସ୍ତେ ମେଘାଙ୍କୁ ଇନ୍ସପେକ୍ଟର ଓ ଶହୀଦଙ୍କ ସ୍ତ୍ରୀ ହିସାବରେ ସମ୍ମାନ ଦେଉଛନ୍ତି।
Action
ସମ୍ଭାବ୍ୟ ଅସୁବିଧା
pratap nayak · 4 min read · 7.1K reads
ନିଶାର ଦ୍ୱାହିଦେଇ ସାରିଦେଲ ମୋ ମରମ ଘରର ଲାଜେଇ ସଂକୁଳ । ନିଶିଥର ମରୁପରେ ମୋ ସାଇତା ସରମ ଖିନଭିନ କଲ ପଶୁସମ ଆକଟ ନମାନି ମୋର ଲୁଟିଲ ସର୍ବସ୍ୱ ।
Drama
ସମାଧାନ
Pramod Kumar Jena · 3 min read · 487 reads
ଶେଷରେ ଜଣେ ଟିକେ ଚିନ୍ତା କରି କହିଲା, ଆରେ ମୁଁ ଭାବୁଛି ତାଙ୍କ ଡାକ ନାଁ ଜେଜେମାଆ ଆଉ ସ୍କୁଲ୍ ନାଁ ଆଇ l
Inspirational
ଆଇ ଆମ ସରି
Subrat Kumar Muduli · 1 min read · 7.4K reads
ସତ କହୁଛି ତମକୁ ଛାଡି ମୁଁ ବଞ୍ଚି ପାରିବିନି । ମୁଁ ମାନୁଛି ତମେ ତେସ୍ତରି ଥର କଲ କରିଛ ହେଲେ ମୁଁ କ’ଣ କରିବି ଘର ମୋବାଇଲରେ ମିତୁ ସହ ଟିକେ କଥା ହେଉଥିଲି ହଉ ହେଲା ଆଇ ଆମ ସରି ....ଉ.ଉ..ଉ ...ମା । ତା’ ଠାରୁ ଫୋନରେ ଗୋଟେ ଚୁମା ଖାଇଲା ପରେ ମୋ’ ରାଗ ପୁରା ଥଣ୍ଡା ହୋଇ ଯାଉଥିଲା । ପରେ ଆରମ୍ଭ ହେଉଥିଲା ତା’ର ସେଇ ଏକା ନାଟକ ......ପ୍ଲିଜ ମୋ’ ମୋବାଇଲରେ ଗୋଟେ ପଚାଶ ଟଙ୍କା ରିଚାର୍ଜ କରି ଦିଅନା ବାଲାନ୍ସ ନଥିବାରୁ ମିସ କଲ ମାରି ପାରିଲିନି , ରିତୁ ତା’ ସାଙ୍ଗ ସହ କଥା ହେଇ ସବୁ ବାଲାନ୍ସ ସାରି ଦେଇଛି । ପ୍ରଥମେ ମନା କଲା ପରେ ବି କାନ କୁଣ୍ଡେଇ ବାଧ୍ୟ ହେଉଥିଲି ତା’ ମୋବାଇଲରେ ରିଚାର୍ଜ କରିବାକୁ । ଅନେକ ଦିନ ହେଲାଣି ତା’ ସହ ସମ୍ପର୍କ କାଟିଲା ପରେ ସେ କଥା ଆଉ ବେଶି ଭାବିନି । କାଲି ହଠାତ ତା’ ମୋବାଇଲରୁ ଫୋନ ଆସିଲା ଟିକେ ଭୟ କଲି ରିସିଭ କରିବାକୁ , କହିଲା ..... ମୋ’ ବାହାଘର ଠିକ ହେଇ ଯାଇଛି । ଦି’ ଭଉଣୀ ମିତୁ ଆଉ ରିତୁ ବାଧ୍ୟ କଲେ ତମକୁ ନିମନ୍ତ୍ରଣ କରିବାକୁ । ମୋବାଇଲରେ ବାଲାନ୍ସ ନାହିଁ ରଖୁଛି ... ଆଇ ଆମ ସରି । ତା’ କଥା ଭାଷାରୁ ଜଣା ପଡୁଥିଲା ସେ ମୋ’ ପାଇଁ କେତେ ଦୁଃଖିତ । ମୁଁ ବି ଆଦୌ ଦୁଃଖ ଅନୁଭବ କରୁନଥିଲି ଆଗରେ ଥୁଆ ହୋଇଥିବା ଥଣ୍ଡା ଥଣ୍ଡା ବିୟର ଆଉ ବୋନଲେସ ଚିକେନ ପକୋଡାକୁ ଦେଖି । ସାଙ୍ଗ ଚିନୁ ତା’ ପ୍ରେମିକାକୁ ଅର୍ଜେଣ୍ଟ ଫୋନ କରିବାକୁ ମୋ’ ଫୋନ ମାଗୁଥିଲା ମୁଁ ଦେଇ ପାରିଲିନି କାରଣ ପ୍ରାୟତଃ ସେହିଦିନ ଠାରୁ ମୋ’ ମୋବାଇଲକୁ ବି ଧରିଥିଲା ସେଇ ଏକା ଲୋ ବାଲାନ୍ସର ରୋଗ ବରଂ ନିଶାରେ ତାକୁ ବାରମ୍ବାର କହୁଥିଲି .....ଆଇ ଆମ ସରି ।
Others
Loading…
Next page →