StoryMirror - Read, Write, Share & Repeat- ତିନି ସଙ୍ଗାତ କଥାଶିଶିର ସାହୁ ମନୋଜ · 2 min read · 139 readsତିନି ସଙ୍ଗାତ କଥାAbstract
- ମୁଠାଏ ଖୁଚୁରାAmiya Bej · 3 min read · 7.2K readsଭୋକ ଦାଉରୁ ମୁକୁଳିବା ପାଇଁ , ଏ ଦେହଟାକୁ ଜମା ଜଗିହେଉନି ବାବୁ !!! ବେଳଅବେଳରେ ସେଇଥିରେ ହିଁ ପେଟପୁରିଯାଉଛି ଆଉ !!!Others
- ରଙ୍ଗେଇନାନୀର ଅଭିଶାପବି. ନିରୁପମା · 5 min read · 236 readsବାସ, ନାନୀର ବଚନ ସତ ହେଲା । ଦୁଇଦିନ ପରେ ଛାଡ଼ଖାଇରେ ସେ ଛେଳି ବଳି ପଡ଼ିଲା । ଆଉଥରେ ମଦନ କକେଇ ଝିଅ ଚମେଲି ଦିନ ଦ୍ବିପହରେ ଲୁଚି ଲୁଚି ନାନୀର ବାଡିରୁ ପିଜୁଳି ତୋଳି ଖାଉଥିଲା । ମୁଣ୍ଡଫଟା-ଢୁ ଢୁ ଖରାରେ ବି ନାନୀ-ତୁଚ୍ଛା ବଗିଚାଟାରେ ମଝିରେ ମଝିରେ ଆସି ନଜର ପକାଏ । ସେଦିନ ଚମେଲି ଉପରେ ତା'ର ଦୃଷ୍ଟି ଯେମିତି ପଡ଼ିଯାଇଛି,ଛାଡ଼ିଲା ଗୋଟାଏ କିିଳିକିଳା ରଡ଼ି ।
" ହଇଲୋ ହେ ଅଣ୍ଡିରି ଚଣ୍ଡୀ ,ତୋର ଏଡ଼େ ବହପ ,ମୋଅରି ବାଡ଼ିରେ ପଶି ,ଦିନ ଦିପହରେ ଗଛରେ ଚଢ଼ି ଚୋରି କରୁଛୁ ! ଦେଖିବୁ ରହ,ଯୋଉ ହାତରେ ମୋ ଗଛର ଡାଳ, ଫଳ ଛିଣ୍ଡେଇ ନଷ୍ଟ କରିଛୁ-ସେଇ ହାତଟା ତୋର ରଟକିନା ଭାଙ୍ଗିଯିବ। "
ରଙ୍ଗେଇନାନୀର ତୁଣ୍ଡରୁ କଥା ଛିଡ଼ିନି-ଅସାବଧାନତାରୁ ହେଉ ବା ନାନୀର ଗର୍ଜନରେ ଚମକିପଡ଼ି ହେଉ ଚମେଲି ଗଛରୁ ଭୁସକିନା ଗଳି ପଡ଼ିଲା । ସେଇଠି ଡାଳ ବାଜି ତା' ହାତଟା ଭାଙ୍ଗିଗଲା । ଆଉ ହାତରେ ପଟି ବାନ୍ଧି, ବେକରେ ଝୁଲେଇ ଦୁଇ ମାସ ଯାଏ ଯେଉଁ କଷ୍ଟ ଭୋଗିଛି ଚମେଲି, ନାନୀର ଅଭିଶାପକୁ ସିଏ କେବେ କଣ ଭୁଲି ପାରିବ!Drama
- ଡାହା ବାଳୁଙ୍ଗାMonalisha Panda · 2 min read · 268 readsଡାହା ବାଳୁଙ୍ଗାComedy
- ସୁଶୀsumita behera · 5 min read · 195 readsସୁଶୀClassics
- ଅଭି ଓ ପ୍ରିୟାBiswajit Sahoo · 3 min read · 188 readsଅଭି ଓ ପ୍ରିୟାRomance
Loading…