English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#୧୦ଟଙ୍କା
95 storys
ମୋ ଗୁରୁଙ୍କ ପାଖରେକରିଥିବା ଗୋଟେ ଭୁଲ
ପ୍ରଶାନ୍ତ କୁମାର ବେହେରା · 4 min read · 474 reads
ସାର୍ ସାର୍ଟ ପାଖକୁ ଯାଇ ପକେଟ୍ ରେ ହାତ ପୁରାଇ ସେ କାଗଜ ବିଣ୍ଡା କୁ କିଛି ସମୟ ଦେଖିଲେ ଆଉ ତା ପରେ ଫୋପାଡି ଦେଇ କହିଲେ, " ଆରେ ଜଟିଆ ଟଙ୍କାଟା ପୁରା ନଷ୍ଟ ହୋଇ ଯାଇଚି ରେ l ଛାଡ୍ ମୋର ଭୁଲ୍ ମୁଁ ସାର୍ଟ ଦେବା ଆଗରୁ ରଖିବାର ଥିଲା l "
Inspirational
ଗୋଟିଏ ଭୁଲ
ପ୍ରଶାନ୍ତ କୁମାର ବେହେରା · 5 min read · 135 reads
ସାର୍ ସାର୍ଟ ପାଖକୁ ଯାଇ ପକେଟ୍ ରେ ହାତ ପୁରାଇ ସେ କାଗଜ ବିଣ୍ଡାକୁ କିଛି ସମୟ ଦେଖିଲେ ଆଉ ତା ପରେ ଫୋପାଡି ଦେଇ କହିଲେ, " ଆରେ ଜଟିଆ ଟଙ୍କାଟା ପୁରା ନଷ୍ଟ ହୋଇ ଯାଇଚି ରେ l ଛାଡ୍ ମୋର ଭୁଲ୍ ମୁଁ ସାର୍ଟ ଦେବା ଆଗରୁ ରଖିବାର ଥିଲା l
Inspirational
ଜହ୍ନମାମୁଁ -177
ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.8K reads
ତାହା ଲୋକଙ୍କ କଳ୍ପନା । ମୁଁ ଖାଲି ଏତିକି କହିଥିଲି କି ଟଙ୍କା ପାଇଲି, କିନ୍ତୁ ତାହା ଆଉ ମୋର ହାତରେ ରହିଲା ନାହିଁ ।
Children
ନିଷ୍ପତ୍ତି -୨
JITENDRA KUMAR KONHAR · 2 min read · 8K reads
ଦେଖିବ ବିମଳା ଆମ ପୁଅ ଆମକୁ କେବେବି ହତାଦର କରିବନି। ବାପା ମା ଙ୍କର ତ୍ୟାଗ କୁ ସେ ବୁଝିବ। ଆମ ବୃଦ୍ଧ କାଳର ସାହାରା ହେବ।
Others
ଅଭୁଲା ଅତୀତ
sasmita sahoo · 5 min read · 10.4K reads
ଯେଉଁ ବାବୁମାନଙ୍କ ଘରେ କାମ କରୁଥିଲି ତାଙ୍କରି ଘରକୁ ଯାଇ ସାହାଯ୍ୟ ମାଗିଲି I ସମସ୍ତେ ମନା କରି ଦେଲେ ,କହିଲେ ‘’ମାସ ପୂରିନି ଟଙ୍କା ମିଳିବନି ‘’ I
Tragedy
ଚପଲ
Rasmi Rekha Tripathy · 2 min read · 560 reads
ଆରେ ହେଇ l ଇଏ ତ ସେହି ପିଲା, ଯାହାକୁ କିଛି ସମୟ ଆଗରୁ ଦେଖି ମୁଁ ନାକ ଟେକିଥିଲି l ଅପରିଷ୍କାର ସାର୍ଟ୍ ପ୍ୟାଣ୍ଟ୍ l ଅଯତ୍ନ ବର୍ଦ୍ଧିତ ନଖ ସବୁ ମଳି ଭର୍ତ୍ତି l
Inspirational
Loading…
Next page →