by Amit Bal ✓ · 3 Jan 2021
ଆଜି କାଲି କିଏ କୋଉଠୁ ଆସି କୋଉଠି ରହୁଛି, କିଛି ଜଣା ପଡୁନି । ସହରରେ ଲୋକ ସଂଖ୍ୟା ସେଇଥିପାଇଁ ତ ହୁ ହୁ ହୋଇ ବଢ଼ି ଚାଲିଛି । ତା' ସହିତ ବଢୁଛି କ୍ରିମିନାଲ ଏକ୍ଟିଭିଟି । ପ୍ରତିଦିନ ଖବର କାଗଜ ଦେଖ, କିଛି ନା କିଛି ସେଇ ଘଟଣା ।
Loading comments…
Comments
Loading comments…