by Tushar kanta sahoo ✓ · 14 May 2021
ଯୋଉ ଭତ୍ତା ଟଙ୍କା ମିଳେ, ତାହା ବାର୍ଦ୍ଧକ୍ୟ ଭତ୍ତା ନୁହେଁ।ତାହା ଅଟେ ସିନ୍ଦୂର ହଜି ଯିବା ପରର ଭତ୍ତା।ମାନେ ବିଧବା ଭତ୍ତା। ନିଜେ ସରକାରୀ ସହାୟତାରେ ବଞ୍ଚୁଛି।ଆଉ ଦୁଇ ଦୁଇଟି ଛୁଆ।
Loading comments…
Loading comments…