by Amit Bal ✓ · 26 Oct 2020
କେତେ ଭଲ ହୁଅନ୍ତା ଯଦି ପାଠ ପଢି ସମସ୍ତେ ନିଜ ସହଜରେ ,ବାପା ମା ପାଖରେ ରହି ଚାକିରୀ କରନ୍ତେ । ଜୀବନ ଜୀବିକା ପାଇଁ କାହାକୁ ବାହାରକୁ ଯାଇ, ଏଭଳି ଅମାନୁଷିକ ଅମାନବୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡନ୍ତା ନାହିଁ ।
Loading comments…
Loading comments…