
ଆଜି କିନ୍ତୁ ଧୁଳିକଣା ଗୁଡିକ ଉଭାନ ହୋଇ ଯାଇଥିଲା ଓ ସବୁ ମନେ ପଡିଗଲା ଯେବେ ଦେଖିଲି ଅଟୋ ରେ ତାକୁ,……. ସେଇ ଚେହେରା, ସେଇ ଆଖି, ସେଇ ଓଠ କିନ୍ତୁ ସେଇ ହସଟି ପାଇଲିନି ତା ଓଠରେ ,ମୁହଁରେ କିଛି ଦାଗ ସତେ ଜେମିତି ଲାଗିଲା ବୋଧେ ୟାକୁହିଁ କହନ୍ତି, “ଜହ୍ନରେ କଳ୍ଂକ” ମନ ପୁଣି ଫେରିଗଲା ସେଇ ଜେନା ବସ୍ କୁ l
Loading comments…