by Pratima Das ✓ · 27 Nov 2019
ଠାକରଘରୁ ମୁଣ୍ଡିଆଟିଏ ମାରିବାକୁ ଗଲାବେଳକୁ ଦେଖିଲେ କାଲି ବଜାରରୁ ଆଣିଥିବା ସବୁ ଫଳମୂଳ ମିଠା ସହ ମହମହ ବାସୁଥିବା ହଳଦୀ ପତ୍ର ପିଠା ଆଠୋଟି ଗେଣ୍ଡୁ ଫୁଲପଡି ପୂଜା ହୋଇ, ଚଣ୍ଡ ବଢାହୋଇ ଯାଇଛି। ଭୋଗଥାଳିରେ ଶୋଭା ପାଉଛି।
Loading comments…
Loading comments…