by Writer Roja Panda ✓ · 28 Jun 2019
ଏସବୁ ଶୁଣି ମୁକୁ କହିଲା - ବୁଝିଲ ଟୁକୁ ମୋ ପାଖରେ ପରା ତମେ ଅଛ ,ମାନେ ମୋ ସତ୍ୟବାନ । ଆଉ ପୁଣି ମୋର କଣ ଦରକାର । ତା ଛଡା ମହାସତି ସାବିତ୍ରୀ କଣ ଜଙ୍ଗଲରେ ଏସବୁ ପାଇଥିବେ ନାନା ପ୍ରକାର ବିଦେଶୀ ଫଳମୂଳ,ନୂଆ ଚିକିମିକିଆ ଶାଢ଼ୀ, ସୁନେଲି ବଡର ବ୍ଲାଉଜ ଆଉ ଏତେ ଢଙ୍ଗର ଗାହଣାଗଣ୍ଠି ।
Loading comments…
Loading comments…