by Narendra Prasad Behera ✓ · 11 Aug 2019
ସାଧନା ବଳରେ ସେ ତାଙ୍କ ପାଦୁକା ପାଣିରେ ଅନେକ ଦୁରାରୋଗ ଭଲ କରିବାକୁ ଲାଗିଲେ । ଆସ୍ତେ ଆସ୍ତେ ତାଙ୍କର ଏ ଅଲୌକିକ ପ୍ରତିଭା ଚାରିଆଡେ ବ୍ଯାପିଗଲା । କୁପାରୀ ଶୂନ୍ଯ ମଣ୍ଡପ ପାଲଟିଗଲା ଏକ ତୀର୍ଥଭୂମି ।
Loading comments…
Comments
Loading comments…