by Rabinarayan Senapati ✓ · 8 Jan 2022
ଉଭୟ ଉଭୟଙ୍କ ବାଟରେ ଆଜି ବିଧାୟକ। ଆଉ ମୁଁ? ମୋର ମନେ ହୋଇଥିଲା, କେହି ନଜାଣନ୍ତୁ ଏ ଘଟଣା ସହ ମୁଁ ଜଡ଼ିତ ହୋଇଥିଲି ବୋଲି। ମୁଁ ଭୟର ଦାସ। ମୋ ନିଜ ସ୍ବାର୍ଥ, ନିଜ ଚାକିରି, ନିଜ ସଙ୍କୁଚିତ ବଳୟ ମଧ୍ୟରେ ବନ୍ଦୀ ମୁଁ ଏକ ସାଧାରଣ ଜୀବ, ସେହି ମୋର
Loading comments…
Comments
Loading comments…