by Samar Ballav Bhoi ✓ · 31 Dec 2020
ଏ ସକରାତ୍ମକ ଦୃଷ୍ଟିଭଙ୍ଗୀ ମଣିଷ ପାଇଁ ଏକ ପ୍ରକାର ନିତିଦିନିଆ ଔଷଧ । ଯେଉଁମାନେ ସମାଜରେ ପ୍ରତିଷ୍ଠିତ ନାମିଦାମି ଲୋକ ସେମାନଙ୍କ ପାଖରେ ସବୁବେଳେ ଏହି ସକରାତ୍ମକ ଚିନ୍ତାଧାରା ଭରପୁର ଥାଏ ।
Loading comments…
Comments
Loading comments…