by ABADHOOT PANDA ✓ · 18 Jul 2021
ତୁ ଯେଉଁ ଲାଇଟ ଦେଖିଲୁ ସେଇଟା ମୋର ଆଲୋକ l ତୁ ପରା ମୋର ଗେହ୍ଲା ପୁଅ l ତୋ ମନର କଥା ମୁଁ ଜାଣେ l ମୁଁ ତୋ ପାଖେ ଆଜି ନଥିଲେ ତୋତେ ଆଜି ବାଘ ଖାଇ ଯାଇଥାନ୍ତା ଆଉ ମୁଁ ତୋ ପରି ପୁଅକୁ ସବୁ ଦିନ ପାଇଁ ହରାଇଥାନ୍ତି l
Loading comments…
Loading comments…