by Anjana Naik,Anju..Deogarh ✓ · 22 Nov 2021
ସେଇ ପଇସାଗୁଡାକ ମୁଁ ରଖିଚି, ତା ସହିତ କିଛି ମୁଣ୍ଡ ପଇସା ମଧ୍ୟ ରଖିବା ଅଭ୍ୟାସ କରି ଦେଇଚି । ମଝିରେ ମଝିରେ ଦେଖୁଚି ସେଇ ପଇସାମାନଙ୍କରେ ଥିବା ମୁଣ୍ଡମାନଙ୍କ ଭିତରେ ମୋ ଅଜା -ଆଈଙ୍କର ମୁହଁ ।
Loading comments…
Comments
Loading comments…