by Akshayakumar Dash ✓ · 13 Aug 2019
ସେମିତି ଆଇରନ ଗାଡି ଠିଆହୋଇଛି । ଅସୁବିଧାରେ ବିଦ୍ୟାଳୟରେ ପହଂଚିଲୁ । ପ୍ରାର୍ଥନା ସରିଯାଇଥିଲା ପୋଲିସ କି ପ୍ରଶାସନ କାହାର ଦେଖାନାହିଁ । ସର୍ବସାଧାରଣଙ୍କ ଅସୁବିଧା କାହାର ଦୃଷ୍ଟି ପଡୁ ନାହିଁ । ରାଜ ରାସ୍ତା ଆଇରନ ଟ୍ରକ୍ ର ରାଲି । ତାଙ୍କର ବି ହକ୍ ଅଛି । ରାସ୍ଥାରେ ରହିବା ।
Loading comments…
Loading comments…