by Ramakrushna Dakua ✓ · 14 Jul 2019
ରୂପା କିନ୍ତୁ ମୋ ପଡ଼ିଶା ଆପାର୍ଟମେଣ୍ଟରେ ଏବେ ଏବେ ଓଡ଼ିଶାରୁ ଆସି ଭଡ଼ାରେ ରହୁଛି । ତା ଅଫିସ କରୋଲବାଗ ଆଉ ମୋର ଗୁରୁଗ୍ରାମ । ବହୁତ କମ୍ ଏମିତିକ ସପ୍ତାହକୁ ଥରେ ତା ସହ ଭେଟ ଘାଟ । ଆମ ଭିତରେ ସେମିତି କିଛି ନାହିଁ, କିନ୍ତୁ ବହୁତ କିଛି ।
Loading comments…
Loading comments…