by Satyaprakash Sethy, M. A(UGC NET) ✓ · 13 Dec 2019
ଗଭୀର ବେଦନାରେ ଛାତି ପଞ୍ଜର ସବୁ ଏକାକାର ହୋଇ ଯାଉଥିଲା। ପଛ ପଟରୁ ପ୍ରତିହାରୀ ବାବୁ ପିଠି ପଟୁ ଟିକିଏ ଥାପୁଡେଇ ଦେଲାରୁ ପ୍ରଭାତୀ ବୁଲି ପଡି ଛାତି ଉପରେ ମୁହଁ ଯାକି କାନ୍ଦି ଉଠିଲା - ଭୋ.. ଭୋ...।
Loading comments…
Loading comments…