by Madhabi Patel ✓ · 16 Feb 2022
ଗୋଲାପ ଦିନ ହେଉକି ଆଲିଙ୍ଗନ ଦିନ ଯାହାହେଉ ରାହୁଲ୍ ତା ମନରେ ଭରିଦେଇ ପାରିଛି ଅନେକ ଆନନ୍ଦ । ନିଜ ପିଲା ନ ହେଲେ କଣ ହେଲା ସେ କେବେଠୁ ତା ହୃଦୟ ଭିତରେ ସ୍ଥାନଟିଏ ଅକ୍ତିଆର କରି ସାରିଛି ପୁଅ ହିସାବରେ ।
Loading comments…
Comments
Loading comments…