ଆରେ …….ଚମକି ପଡ଼ିଲା କେତକୀ । ପେଟରେ ଯେମିତି ତା’ର କିଏ ବୁଲୁଛିି । ନାଁ ସେ କିଛି ନୁହେଁ । ଜୀବନ ବାବୁଙ୍କର ପ୍ରତିବିମ୍ବ । ଜୀବନ ବାବୁଙ୍କ ପାଇଁ ଉପହାର । କେତେ ଖୁସିରେ ଦଉଡ଼ିଗଲା ଜୀବନଙ୍କ ପାଖକୁ । ଜୀବନାନନ୍ଦାଙ୍କର ଗଳାରେ ବାହୁ ଛନ୍ଦି କହିଲା– ତୁମରି ସନ୍ତକ ଏଇ ପେଟରେ ଖେଳୁଛି । ତୁମକୁ ଉପହାର ଦେବା ପାଇଁ ମୁଁ ତାକୁ ଧରି ରଖିଛି
Loading comments…