by Ranjita Das ✓ · 16 Aug 2019
କିନ୍ତୁ ଗୋଟିଏ କଥା, ଅନ୍ୟ ଭାଷା ଶିଖିବା ଆଗରୁ ପ୍ରଥମେ ନିଜ ଭାଷାରେ ପାରଦର୍ଶିତା ଲାଭ କରିବା ନିତାନ୍ତ ଆବଶ୍ୟକ । ନହଲେ ଗୋଟିଏ ଓଡ଼ିଆ ପ୍ରାଣ କେବେ ଏପରି କହିବାକୁ ସାହସ କରନ୍ତାନି - 'Sorry I can't speak Odia' or ' I am weak in Odia'..... । ଏପରି ବହୁତ ଥର ଶୁଣିବାକୁ ମିଳେ ।
Loading comments…
Loading comments…